ହାୱାର୍ଡ଼୍ କାର୍ଟର୍

ଉଇକିପିଡ଼ିଆ‌ରୁ
ହାୱାର୍ଡ଼୍ କାର୍ଟର୍
ହାୱାର୍ଡ଼୍ କାର୍ଟର୍
Born(1874-05-09)୯ ମଇ ୧୮୭୪
ଲଣ୍ଡନ୍
Died୨ ମାର୍ଚ୍ଚ ୧୯୩୯(1939-03-02) (ବୟସ ୬୪)
ଲଣ୍ଡନ୍
Nationalityବିଲାତି
Known forତୁତାନ୍‌ଖାମୁନ୍ ସମାଧିର ଆବିଷ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ରପ୍ରତ୍ନତତ୍ତ୍ୱବିତ୍ ଏବଂ ମିଶର ଗବେଷକ

ହାୱାର୍ଡ଼୍ କାର୍ଟର୍ (୯ ମଈ ୧୮୭୪ – ୨ ମାର୍ଚ୍ଚ ୧୯୩୯) ଜଣେ ପ୍ରତ୍ନତତ୍ତ୍ୱବିତ୍ ଓ ମିଶର ଗବେଷକ ଥିଲେ । ସେ ତୁତାନ୍‌ଖାମୁନ୍ ସମାଧିର ଆବିଷ୍କାର କରିଥିଲେ ।

ପେଷା ଆରମ୍ଭ[ସମ୍ପାଦନା]

ହାୱାର୍ଡ଼୍ କାର୍ଟର୍ ଇଂଲଣ୍ଡର ଲଣ୍ଡନ୍‌ଠାରେ ସାମୁଏଲ୍ କାର୍ଟର୍ ଓ ମାର୍ଥା କାର୍ଟର୍‌ଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ।

୧୮୯୧ରେ, ୧୭ ବର୍ଷ ବୟସରେ ସେ ପର୍ସି ନ୍ୟୁବେରିଙ୍କୁ ସାହାଯ୍ୟ କରିବା ପାଇଁ ମିଶର ଗଲେ । ୧୮୯୪ରୁ ୧୮୯୯ ପର୍ଯ୍ୟନ୍ତ ସେ ଏଡ଼୍‌ୱାର୍ଡ଼୍ ନାଭିଲ୍ ଓ ଡିରେଲ୍ ବାହାରିଙ୍କ ସହିତ କାମ କଲେ ।

୧୮୯୯ରେ ସେ ମିଶର ପ୍ରତ୍ନତତ୍ତ୍ୱ ସେବାର ମୁଖ୍ୟ ନିରୀକ୍ଷକ ଭାବେ ଯୋଗ ଦେଲେ । ୧୯୦୫ରେ ସେ ଏହି କାର୍ଯ୍ୟରୁ ଇସ୍ତଫା ଦେଲେ ।[୧]

ତୁତାନ୍‌ଖାମୁନ୍ ସମାଧି[ସମ୍ପାଦନା]

ତୁତାନ୍‌ଖାମୁନ୍ ସମାଧି

ତିନି ବର୍ଷ ପରେ ସେଜର୍ଜ୍ ହର୍ବର୍ଟ୍‌ଙ୍କ ଖନନ ତତ୍ତ୍ୱାବଧାରକ ଭାବେ ନିଯୁକ୍ତି ପାଇଲେ ।[୨] ଏହାଦ୍ୱାରା ସେ ଆଧୁନିକ ପ୍ରତ୍ନତତ୍ତ୍ୱ ପ୍ରଣାଳୀ ବିଷୟରେ ଅଧିକ ଜାଣିଲେ ।[୩][୪] ୪ ନଭେମ୍ବର ୧୯୨୨ରେ କାର୍ଟର୍ ତୁତାନ୍‌ଖାମୁନ୍ ସମାଧିର ପଥ ଆବିଷ୍କାର କଲେ ‌।

ରାଜାମାନଙ୍କ ଉପତ୍ୟାକା


କାର୍ଟର୍‌ଙ୍କ ଘର

ମୃତ୍ୟୁ[ସମ୍ପାଦନା]

ସେ ଲଣ୍ଡନ୍‌ଠାରେ ୨ ମାର୍ଚ୍ଚ ୧୯୩୯ରେ, ୬୪ ବର୍ଷ ବୟସରେ କର୍କଟ ରୋଗଦ୍ୱାରା ମୃତ୍ୟୁବରଣ କରିଥିଲେ ।[୫]

ତାଙ୍କୁ ଲଣ୍ଡନ୍‌ରେ କବର ଦିଆଗଲା ।[୬] ତାଙ୍କ କବରରେ ଲେଖା ଅଛି: "May your spirit live, May you spend millions of years, You who love Thebes, Sitting with your face to the north wind, Your eyes beholding happiness"[୭] ଏବଂ "O night, spread thy wings over me as the imperishable stars".[୮]

ଆଧାର[ସମ୍ପାଦନା]

  1. James, T. G. H. Howard Carter, I.B.Tauris Publishers, Revised edition 2006, ISBN 978-1845112585, chapter "Saqqara Affair"
  2. Winstone, H. V. F. (2006). Howard Carter and the discovery of the tomb of Tutankhamun (rev. ed.). Manchester: Barzan. ISBN 1-905521-04-9.
  3. David, Elisabeth (1999). Gaston Maspero 1846-1916: le gentleman égyptologue. Paris: Pygmalion; Gérard Watelet. ISBN 2-85704-565-4.
  4. James, T. G. H. (1992). Howard Carter: the path to Tutankhamun. London: Kegan Paul. ISBN 0-7103-0425-0.
  5. "Howard Carter, 64, Egyptologist, Dies". The New York Times.
  6. "Putney Vale cemetery". Retrieved 16 ଫେବୃଆରୀ 2010.
  7. from the Wishing Cup of Tutankhamun
  8. cf the prayer to the Goddess Nut found on the lids of New Kingdom coffins: "O my mother Nut, spread yourself over me, so that I may be placed among the imperishable stars and may never die." "Text From Egypt Centre Trail: Reflections Of Women In Ancient Egypt". 2001. Retrieved 28 ଅପ୍ରେଲ 2011.

ଆଗକୁ ପଢ଼ନ୍ତୁ[ସମ୍ପାଦନା]

  • Carnarvon, Fiona; Carnarvon & Carter — The story of the two Englishmen who discovered the tomb of Tutankhamun. Highclere Enterprises, 2007
  • James, T. G. H. Howard Carter: The Path to Tutankhamun. London: Kegan Paul, 1992 ISBN 0-7103-0425-0; London: Tauris Parke, 2001 (rev. paperback ISBN 1-86064-615-8
  • Peck, William H. "The Discoverer of the Tomb of Tutankhamun and the Detroit Institute of Arts". Journal of the Society for the Study of Egyptian Antiquities. Vol. XI, No. 2, March, 1981, pp. 65–67
  • Reeves, Nicholas; Taylor, John H. Howard Carter before Tutankhamun. London: British Museum, 1992 ISBN 0-7141-0952-5; New York: H. N. Abrams, 1993
  • Vandenberg, Philipp. Der vergessene Pharao: Unternehmen Tut-ench-Amun, grösste Abenteuer der Archäologie. Orbis, 1978 ISBN 3-570-03119-5; translated as The Forgotten Pharaoh: The Discovery of Tutankhamun. London: Hodder and Stoughton, 1980 ISBN 0-340-24664-2
  • Winstone, H. V. F. Howard Carter and the Discovery of the Tomb of Tutankhamun. Rev. edn. Manchester: Barzan Publishing, 2006 ISBN 1-905521-04-9

ବାହାର ଲିଙ୍କ୍[ସମ୍ପାଦନା]