ହାଥନୀ କୁଣ୍ଡ ବାରେଜ

Coordinates: 30°18′50″N 77°35′04″E / 30.31389°N 77.58444°E / 30.31389; 77.58444
ଉଇକିପିଡ଼ିଆ‌ରୁ
Hathni Kund Barrage
ହାଥନୀ କୁଣ୍ଡ ବାରେଜ is located in Haryana
ହାଥନୀ କୁଣ୍ଡ ବାରେଜ
ହାଥନୀ କୁଣ୍ଡ ବାରେଜ is located in India
ହାଥନୀ କୁଣ୍ଡ ବାରେଜ
Location of Hathni Kund Barrage
ଦେଶIndia
ଦିଗବାରେଣି30°18′50″N 77°35′04″E / 30.31389°N 77.58444°E / 30.31389; 77.58444
କାମ ଆରମ୍ଭ ହେଲା1996
ତିଅରି ଖର୍ଚRs 168 crore
ମାଲିକHaryana Irrigation Department
ବନ୍ଧ ଓ ପାଣି ଯିବା ବାଟ
ପାଣିଯିବା ବାଟର ପ୍ରକାର10 floodgates, 8 undersluices
ପାଣିଯିବା ବାଟର କ୍ଷମତା28,200 m3/s (995,874 cu ft/s)


 ହାଥନୀ କୁଣ୍ଡ ବାରେଜ , ଏକ କଂକ୍ରିଟ ନିର୍ମିତ ବାରେଜ । ଏହା ଭାରତୀୟ ରାଜ୍ୟ ହରିୟାଣାର ଯମୁନା ନଦୀ ତୀରରେ ଥିବା ଯମୁନା ନଗର ଜିଲ୍ଲାରେ ଅକ୍ଟୋବର 1996 ମସିହାରୁ 1999 ଜୁନ ମଧ୍ୟରେରେ ନିର୍ମିତ ହୋଇଥିଲା ।ଏହା 1873 ମସିହାରେ ନିର୍ମିତ  3 କିଲୋମିଟର ତଳକୁ ଥିବା ତାଜେବଳ ବାରେଜ ଅକାମି ହେବା କାରଣରୁ ନିର୍ମିତ ହେଇଥିଲା । ଏହି ବାରେଜଦ୍ୱାରା ଯମୁନା ନଦୀ ଜଳକୁ ପଶ୍ଚିମ ଓ ପୂର୍ବ କେନାଲକୁ ଛାଡିଥାଏ । ଏହି ବାରେଜଦ୍ୱାରା ସୃଷ୍ଟି ହେଇଥିବା ଜଳଭଣ୍ଡାର 31ଟି ପ୍ରଜାତିର ପକ୍ଷୀଙ୍କ ପାଇଁ ଆର୍ଦ୍ର ଭୂମି ଭାବରେ କାର୍ଯ୍ୟ କରିଥାଏ । [୧]

1970 ମସିହାରୁ ତାଜେବାଲା ବାରେଜ ସ୍ଥାନରେ ଏହାକୁ ନିର୍ମାଣ ପାଇଁ ଯୋଜନା ହାଉଥିଲେ ମଧ୍ୟ ହରିୟାଣା ରାଜ୍ୟ ଓ ଯମୁନାରୁ ଜଳ ଭାଗ ନଉଥିବା ହିମାଚଳ ପ୍ରଦେଶ ମଧ୍ୟରେ ବୁଝାମଣା ହେଇ ପାରୁ ନ ଥିବାରୁ ଏହା ନିର୍ମିତ ହେଇ ପାରୁ ନଥିଲା । 1994 ମସିହାରେ ଏଟି ପାଇଁ ବୁଝାମଣା ହେଲା । [୨] Although the barrage was completed in late 1999, it was not operational until March 2002 because of work delays.[୩]  ବାରେଜର ନିର୍ମାଣ କାର୍ଯ୍ୟ 1999ରେ ସମାପ୍ତ ହେଲେ ମଧ୍ୟ ଏହା କିଛି କାର୍ଜ୍ୟ ରହିଯିବାରୁ 2002 ମସିହାରେ କାର୍ଜୟକ୍ଷମ ହେଲା । [୪] >ବାରେଜର ଦୈର୍ଘ୍ୟ 1,181 ଫୁଟ ଓ ଏଥିରେ 10 ଟି8 ସ୍ପିଲ୍ଲ ୱେ ରହିଛି । ଏଥିରୁ 28,200 ବର୍ଗ ମିଟର ଜଳ ନିଷ୍କାଶିତ ହୁଏ ।  [୫]

ଆଧାର [ସମ୍ପାଦନା]

  1. Tak, Prakash C.; Jagdish P. Sati; Anjum N. Rizvi (April 2010). "Status of waterbirds at Hathnikund Barrage wetland, Yamunanagar District, Haryana, India" (PDF). 2 (4): 841. Archived from the original (PDF) on 17 March 2012. Retrieved 10 July 2011. {{cite journal}}: Cite journal requires |journal= (help)
  2. "Hathnikund Barrage completion by April '99". Express News Service. Retrieved 10 July 2011.
  3. "Conclusions" (PDF). Indian Planning Commission. Retrieved 10 July 2011.
  4. "Conclusions" (PDF). Indian Planning Commission. Retrieved 10 July 2011.
  5. "Baseline Parameters of JWC" (PDF). Indian Planning Commission. p. 31. Retrieved 10 July 2011.