ହରି ସିଂ ନଲବା

ଉଇକିପିଡ଼ିଆ ରୁ
Jump to navigation Jump to search
ସର୍ଦାର ହରି ସିଂ ନଲବା
"ସର୍ଦାର ହରି ସିଂ ନଲବା; (ବ୍ରିଟିଶ ସଂଗ୍ରହାଳୟ)ରେ ବସିଥିବାର ଚିତ୍ର"- ସାର ଜନ ଏମସିକୁଇନ
ନାମਹਰੀ ਸਿੰਘ ਨਲੂਆ
ଜନ୍ମ୧୭୯୧
ଗୁଜରାନବାଲା, ସିଖ୍ କନଫେଡେରାସି
ମୃତ୍ୟୁ1837 (aged 45–46)
ଜାମରୁଦ୍, ସିଖ୍ ଏମ୍ପାଇର
ନିଷ୍ଠାSikh Empire flag.jpg "ସିଖ୍ ଏମ୍ପାଇର"
ସେବାସିଖ୍ ଖାଲସା ଆର୍ମି

ସର୍ଦାର ହରି ସିଂ (୧୭୯୧-୧୮୩୭), ମହାରାଜା ରଣଜିତ୍ ସିଂଙ୍କ ସେନାଧକ୍ଷ ଥିଲେ ଯିଏ ମୁସଲମାନ ମାନଙ୍କ ସହ ବହୁ ଯୁଦ୍ଧର ନେତୃତ୍ୱ ନେଇଥିଲେ । ସିଖର ସେନାଙ୍କ ସବୁଠାରୁ ବଡ଼ ଜର୍ଣ୍ଣାଲ ହରି ସିଂ ନଲବା କାଶ୍ମୀର ଉପରେ ବିଜୟ ପ୍ରାପ୍ତ କରି ନିଜ ଶକ୍ତି ବନେଇଥିଲେ ।ଖାଲି ଏହା ନୁହେଁ, କାବୁଲ ଉପରେ ମଧ୍ୟ ସେନା ଚଢାଇ ଜିତ୍ ହାସିଲ କଲେ । ଖୋବର ଦରାରୁ ହେଉଥିବା ଅଫଗାନ ଆକ୍ରମଣରୁ ଦେଶକୁ ମୁକ୍ତ କରିଥିଲେ । 1831 ଖ୍ରୀଷ୍ଟାବ୍ଦରେ "ଜମରୋଦ"ର ଯୁଦ୍ଧରେ ଲଢ଼ିବା ଅବସ୍ଥାରେ ହତ୍ୟା କରାଗଲା ।

ନୋସେରା ଯୁଦ୍ଧରେ ସ. ହରି ସିଂ ନଲବା; ମହାରାଜା ରଣଜିତ୍ ସିଂଙ୍କ ସେନା ଙ୍କର କୁଶଳ ନେତୃତ୍ୱ କରିଥିଲେ । ରଣନୀତି ଏବଂ ରଣକୌଶଳ ଦୃଷ୍ଟିରେ ହରି ସିଂ ନଲବାଙ୍କ ତୁଳନା ଭାରତର ଶ୍ରେଷ୍ଠ ସେନାନାୟକଙ୍କ ସହିତ କରାଯାଇ ପାରେ ।

ଜୀବନ[ସମ୍ପାଦନା]

ଲଢେଇ[ସମ୍ପାଦନା]

ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ । "ମୋହମ୍ମଦ ଅଜିମ", ଯିଏ କାବୁଲର ଶାସକ ଥିଲେ;