Jump to content

ହରମିକ ସିଂହ

ଉଇକିପିଡ଼ିଆ‌ରୁ
Medal record
Men's field hockey
Competitor for  ଭାରତ
Olympic Games
Bronze1968 MexicoTeam competition
Bronze1972 MunichTeam competition
Asian Games
Gold1966 BangkokTeam competition
Silver1970 BangkokTeam competition
Silver1974 TehranTeam competition

ହରମିକ ସିଂହ  (ଜନ୍ମ 10  , ଜାନୁଆରୀ , 1947 ) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ତାଙ୍କର ଜନ୍ମ ପଞ୍ଜାବର ଗୁଜୁରାନବାଲାଠାରେ ହେଇଥିଲା । ସେ 1968 ଓ 1972 ଅଲିମ୍ପିକ ସହ ଭାରତ ପାଇଁ ଅନେକ ଟୁର୍ଣ୍ଣାମେଣ୍ଟ ଓ ସିରିଜ ଖେଳିଥିଲେ ଓ ଭାରତୀୟ ଜାତୀୟ ଦଳର ଅଧିନାୟକ ମଧ୍ୟ ହେଇଥିଲେ । ତାଙ୍କୁ କ୍ରୀଡ଼ା ପାଇଁ ଥିବା ସର୍ବୋଛ ସମ୍ମାନ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା । 

ପ୍ରାକ୍ତନ ଭାରତୀୟ ଖେଳାଳି ଅଜିତ ସିଂହ ତାଙ୍କର ଜେଷ୍ଠ ଭ୍ରାତା ଥିଲେ ଓ ପରେ ଭାରତ ପାଇଁ ଖେଳିଥିବା ଗଗନ ଅଜିତ ସିଂହ ତାଙ୍କର ପୁତୁରା ଥିଲେ । 

  • "ହରମିକ ସିଂହ". Olympics at Sports-Reference.com. Sports Reference LLC.
  • Archived 2007-10-27 at the Wayback Machine.