ହରମନପ୍ରୀତ କୌର
Jump to navigation
Jump to search
![]() | ||||
Kaur batting for Sydney Thunder during WBBL02. | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Harmanpreet Kaur Bhullar | |||
ବ୍ୟାଟିଂ ପ୍ରକାର | ଡାହାଣ ହାତୀ ବ୍ୟାଟିଂ | |||
ବୋଲିଂ ପ୍ରକାର | Right-arm medium fast | |||
ଭୁମିକା | ବ୍ୟାଟ୍ସମ୍ୟାନ | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ | ୧୩ ଅଗଷ୍ଟ ୨୦୧୪ v ଇଂଲଣ୍ଡ | |||
ଶେଷ ଟେଷ୍ଟ | ୧୬ November ୨୦୧୪ v ସାଉଥ ଆଫ୍ରିକା | |||
ପ୍ରଥମ ଦିନିକିଆ | ୭ ମାର୍ଚ୍ଚ ୨୦୦୯ v ପାକିସ୍ତାନ | |||
ଶେଷ ଦିନିକିଆ କ୍ରିକେଟ | ୧୭ ଫେବୃୟାରୀ ୨୦୧୬ v ଶ୍ରୀଲଙ୍କା | |||
ଦିନିକିଆ ଜାମା ନମ୍ବର | ୮୪ | |||
Domestic team information | ||||
Years | ଦଳ | |||
୨୦୦୮ | Leicestershire Women | |||
2006/07-2013/14 | ପଞ୍ଜାବ ୱମେନ | |||
୨୦୧୩/୧୪-present | Railways Women | |||
୨୦୧୬- | Sydney Thunder | |||
କ୍ୟାରିଅର ତଥ୍ୟ | ||||
ସ୍ପର୍ଦ୍ଧା | Test | ଦିନିକିଆ | T20 | ଡବ୍ଲୁବିବିଲ |
ମ୍ୟାଚ ସଂଖ୍ୟା | ୨ | ୬୪ | ୬୧ | ୧୪ |
ରନ | ୨୬ | ୧୬୩୨ | ୯୯୨ | ୩୧୧ |
ବ୍ୟାଟିଂ ଆଭରେଜ | ୮.୬୬ | ୩୫.୫୭ | ୨୨.୦୪ | ୬୨.୪୦ |
୧୦୦/୫୦ | -/- | 2/8 | ୦/୨ | ୦/୧ |
ସର୍ବାଧିକ ରନ | ୧୭ | ୧୦୭* | ୭୭ | ୬୪* |
ବଲ ସଂଖ୍ୟା | ୨୬୬ | ୫୮୨ | ୩୨୬ | ୯୦ |
ଉଇକେଟ | ୯ | ୧୧ | ୧୩ | ୬ |
ବୋଲିଂ ଆଭରେଜ | ୧୦.୭୭ | ୪୫.୫୩ | ୨୫.୭୬ | ୧୭.୬୬ |
୫ ଉଇକେଟ ବା ଅଧିକ | ୧ | ୦ | ୦ | ୦ |
୧୦ ଉଇକେଟ ବା ଅଧିକ | – | ୦ | ୦ | ୦ |
ଶ୍ରେଷ୍ଠ ବୋଲିଂ | ୫/୪୪ | ୨/୩୦ | ୪/୨୩ | ୪/୨୭ |
କ୍ୟାଚ/ଷ୍ଟମ୍ପିଂ | – | ୨୧/ | ୨୨/୦ | ୩/୦ |
Source: ESPNcricinfo, ଜୁନ ୨୪, |
ହରମନପ୍ରୀତ କୌର(ପଞ୍ଜାବୀ: ਹਰਮਨਪ੍ਰੀਤ ਕੌਰ ; ମାର୍ଚ୍ଚ ମାସ ୮ ତାରିଖରେ ମୋଗା, ପଞ୍ଜାବ)ଜନ୍ମ ଗ୍ରହଣ କରିଥିଲେ।ସେ ଜଣେ ଭାରତୀୟ କ୍ରିକେଟର, ଯେକି ୨ଟି ଟେଷ୍ଟ ସିରିଜ,୪୯ ୱମେନ ୱାନ-ଡେ ଇଣ୍ଟରନ୍ୟାସନାଲସ୍ ଏବଂ ୫୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଭାରତ ପାଇଁ ଖେଳିଛନ୍ତି।[୧][୨] [୩][୪]
କ୍ରିକେଟ କ୍ୟାରିୟର[ସମ୍ପାଦନା]
ସେ ପ୍ରଥମ ଦିନିକିଆ ମ୍ୟାଚ ୨୦ ବର୍ଷ ବୟସରେ ପାକିସ୍ତାନ ମହିଳା କ୍ରିକେଟ ଦଳ ବିପକ୍ଷରେ ମାର୍ଚ୍ଚ ୨୦୦୯ ମସିହାରେ ୨୦୦୯ ମହିଳା ଅନ୍ତର୍ଜାତୀୟ ୱାଲର୍ଡ କପ ବର୍ଦ୍ଧମାନ ଓଭାଲ,ବୋବ୍ରାଲଠାରେ ଖେଳିଥିଲେ । ସେ ସେହି ମ୍ୟାଚରେ ୪ ଓଭରରେ ୧୦ ରନ ସଂଗ୍ରହ କରିଥିଲେ ଏବଂ ଆରମାନ ଖାନଙ୍କ କ୍ୟାଚ ଧରିଥିଲେ ଅମିତା ଶର୍ମାଙ୍କ ସପକ୍ଷରେ।[୫]
ମୁଖ୍ୟ ଦଳ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Player Profile: Harmanpreet Kaur". Cricinfo. Unknown parameter
|ul=
ignored (help); Missing or empty|url=
(help);|access-date=
requires|url=
(help) - ↑ "Player Profile: Harmanpreet Kaur". CricketArchive. Retrieved 6 March 2010.
- ↑ "India Women Squad". espncricinfo.com. March 28, 2013. Retrieved April 1, 2013.
- ↑ "Putting Moga on the cricketing map". Retrieved 26 October 2016.
- ↑ "Wyatt helps England to nervy consolation win". Retrieved 26 October 2016.