ହଂସେଶ୍ଵରୀ ମନ୍ଦିର

Coordinates: 22°57′51.55″N 88°23′59.31″E / 22.9643194°N 88.3998083°E / 22.9643194; 88.3998083
ଉଇକିପିଡ଼ିଆ‌ରୁ
ହଂସେଶ୍ୱରୀ ମନ୍ଦିର
হংসেশ্বরী মন্দির
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଗୁଗୁଳି ଜିଲ୍ଲା (Hooghly District)
ଦେବାଦେବୀଆଦି ପରାଶକ୍ତି ଜଗତ ଜନନୀ କାଳୀଙ୍କର ଏକ ରୂପ ହେଉଛି ହଂସେଶ୍ୱରୀ
FestivalsKali Puja
Location
ସ୍ଥାନBansberia, Hooghly District
Stateପଶ୍ଚିମ ବଙ୍ଗ
Countryଭାରତ
ହଂସେଶ୍ଵରୀ ମନ୍ଦିର is located in West Bengal
ହଂସେଶ୍ଵରୀ ମନ୍ଦିର
Shown within West Bengal
ହଂସେଶ୍ଵରୀ ମନ୍ଦିର is located in India
ହଂସେଶ୍ଵରୀ ମନ୍ଦିର
ହଂସେଶ୍ଵରୀ ମନ୍ଦିର (India)
ଭୌଗଳିକ ଅବସ୍ଥିତି22°57′51.55″N 88°23′59.31″E / 22.9643194°N 88.3998083°E / 22.9643194; 88.3998083
Architecture
TypeBengal temple architecture
StyleUnique architecture with 13 minars or Ratnas
ପ୍ରତିଷ୍ଠାତାରାଜା ନୃସିଂହଦେବ ରାୟ
Completedଛାଞ୍ଚ:Foundation date and age
Specifications
Direction of façadeଦକ୍ଷିଣ ମୁଖା
ଉଚ୍ଚତା (ସର୍ବୋଚ୍ଚ)70 m (230 ft)

ହଂସେଶ୍ୱରୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ପଶ୍ଚିମ ବଙ୍ଗ ପ୍ରଦେଶରେ ଥିବା ହୁଗଳି ଜିଲ୍ଲାର ବଂଶବେରିଆ ଟାଉନରେ ଅବସ୍ଥିତ । ହିନ୍ଦୁ ପୁରାଣ ଅନୁସାରେ ଆଦି ପରାଶକ୍ତି ଜଗତ ଜନନୀ କାଳୀଙ୍କର ଏକ ରୂପ ହେଉଛି ହଂସେଶ୍ୱରୀ । ଡିସେମ୍ବର ୧୭୯୯ ମସିହାରେ ରାଜା ନୃସିଂହଦେବ ରାୟ ଏହି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାର ଦ୍ୱିତୀୟ ମହଲା ତିଆରି ସରିବା ପରେ ଏହାର ପ୍ରତିଷ୍ଠାତା ପ୍ରାଣ ତ୍ୟାଗ କରିଥିବାରୁ ଏହି ବିଖ୍ୟାତ ମନ୍ଦିରଟି ଅର୍ଦ୍ଧ ନିର୍ମିତ ହୋଇ ରହିଗଲା ।[୧] ତାଙ୍କର ଦ୍ୱିତୀୟ ପତ୍ନୀ ରାଣୀ ଶଙ୍କରୀ ୧୮୧୪ ମସିହାରେ ମନ୍ଦିର ତିଆରି ସମ୍ପୂର୍ଣ୍ଣ କରିଥିଲେ ।[୨] ବେଙ୍ଗଲୀ ରତ୍ନ ସ୍ଥାପତ୍ୟ (ratna architecture) ନିମନ୍ତେ ଏହି ମନ୍ଦିର ବିଖ୍ୟାତ ଅଟେ ।

ବଂଶବେରିଆ ଏକ ଔଦ୍ୟୋଗିକ ଟାଉନ ଯାହା ବନ୍ଦେଲ ଓ ତ୍ରିବେଣୀ ମଧ୍ୟରେ ଅବସ୍ଥିତ । ରାଜା ନୃସିଂହ ଦେବ ରାୟଙ୍କର ମାତାଙ୍କ ନାମ ରାଣୀ ହଂସେଶ୍ୱରୀ ଥିଲା, ତେଣୁ ମା ହଂସେଶ୍ୱରୀ ନାମରେ ପୂଜା କରାଯାଏ । ହଂସେଶ୍ୱରୀ ହିନ୍ଦୁ ପୁରାଣ ଅନୁସାରେ ମା କାଳୀଙ୍କର ଏକ ଅବତାର । ସେହି ମନ୍ଦିର ପରିସରରେ ଅନନ୍ତ ବାସୁଦେବ ନାମକ ଅନ୍ୟ ଏକ ମନ୍ଦିର ଅଛି । ୧୭୮୮ ମସିହାରେ ସ୍ୱାନଭାବା ନାମକ ଅନ୍ୟ ଏକ ମନ୍ଦିର ସେହି ମନ୍ଦିର ପାଖରେ ଅଛି ଯାହାକୁ ରାଜା ନୃସିଂହଦେବ ରାୟ ମହାଶୟ ତିଆରି କରେଇଥିଲେ । [୩] ହଂସେଶ୍ୱରୀ ମନ୍ଦିର ଏକ ନିଜସ୍ୱ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଛି । ଏହାର ୧୩ଟି ମିନାର ଅଛି ଯାହା ଦେଖିବାକୁ ପଦ୍ମ କଢ ଭଳି । ମନ୍ଦିର ଭିତର ପାଖ ଦେଖିବାକୁ ମନୁଷ୍ୟ ଶରୀର ଭଳି । ରାଜା ନୃସିଂହଦେବ ରାୟ ଏହି ମନ୍ଦିର ତିଆରି ଆରମ୍ଭ କରେଇଥିଲେ କିନ୍ତୁ ୧୮୧୪ ମସିହାରେ ରାଣୀ ଶଙ୍କରୀ ତାହାକୁ ସମ୍ପୂର୍ଣ୍ଣ କରେଇଥିଲେ ।

ମନ୍ଦିରର ସ୍ଥାପତ୍ୟ ଏକ ତାନ୍ତ୍ରିକ ଏକ ସତଚକ୍ରଭେଦ ନମୁନା ଦର୍ଶାଏ । ଏହା ଦେଖିବାକୁ ମାନବ ଶରୀର ଭଳି । ଏହାର ପାଞ୍ଚ ମହଲା ଶରୀରର ପାଞ୍ଚ ଭାଗକୁ ଦର୍ଶାଏ ଯେପରିକି ବଜ୍ରକ୍ଷ, ଇରା, ଚିତ୍ରିଣୀ, ପିଙ୍ଗଳା ଓ ସୁଷୁମ୍ନା ।[୪]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. De, Sambhu Chandra (1908). The Bansberia raj. University of California Libraries. Calcutta, B.B. Munshi: Pooran Press. p. 49.
  2. Dey, Amalendu (1960-11-01). Samaj O Sanskriti. Calcutta, 14/1, Peary Mohan Roy Road: Ratna Publishers. p. 184.{{cite book}}: CS1 maint: location (link)
  3. Sikha Banerjee, "Story of the Hanseswari Temple, Banshberia", from Chitrolekha International Magazine on Art and Design, Vol. 2, No. 1, 2012 Special Issue on the Temples of Bengal Archived 19 December 2013 at the Wayback Machine..
  4. "Welcome to Mygod". Archived from the original on 16 ଜାନୁଆରୀ 2017. Retrieved 14 ଜାନୁଆରୀ 2017.

ବାହ୍ୟ ଲିଙ୍କ[ସମ୍ପାଦନା]