ସ୍ୱିସ୍ ଫ୍ରାଙ୍କ୍

ଉଇକିପିଡ଼ିଆ‌ରୁ
ସ୍ୱିସ୍ ଫ୍ରାଙ୍କ୍
Schweizer Franken (ଜର୍ମାନ)
franc suisse (French )
franco svizzero (Italian)
franc svizzer (Romansh)
BanknotesCoins
ISO 4217 କୋଡ଼CHF
କେନ୍ଦ୍ରୀୟ ବ୍ୟାଙ୍କ୍Swiss National Bank
 ୱେବସାଇଟ୍www.snb.ch
User(s)Switzerland Switzerland
Liechtenstein Liechtenstein
Italy Campione d'Italia, Italy[୧]
ମୁଦ୍ରାସ୍ଫୀତି-0.2% (2013)
 ଆଧାର(de) Statistik Schweiz
ବିଭାଜନ
 1/100ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French )
ସେଣ୍ଟେସିମୋ (Italian)
ରାପ୍(Romansh)
ଚିହ୍ନCHF, Fr., SFr. (old)
ବହୁବଚନଫ୍ରାଙ୍କେନ୍ (ଜର୍ମାନ)
ଫ୍ରାଙ୍କ୍ସ୍ (French )
ଫ୍ରାଙ୍କାଇ (Italian)
ଫ୍ରାଙ୍କ୍ସ୍ (Romansh)
 ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French )
ସେଣ୍ଟେସିମୋ (Italian)
ରାପ୍(Romansh)
ରାପ୍ପେନ୍ (ଜର୍ମାନ)
ସେଣ୍ଟାଇମ୍ସ (French )
ସେଣ୍ଟେସିମି (Italian)
ରାପ୍ସ୍ (Romansh)
ଧାତବ ମୁଦ୍ରା5, 10 ଓ 20 ସେଣ୍ଟାଇମ୍ସ, ½, 1, 2 ଓ 5 ଫ୍ରାଙ୍କ୍
ବ୍ୟାଙ୍କ୍ ନୋଟ10, 20, 50, 100, 200 ଓ 1,000 ଫ୍ରାଙ୍କ୍
ମୁଦ୍ରକOrell Füssli Arts Graphiques SA (Zürich)
ମୁଦ୍ରାଶାଳାସ୍ୱିସ୍‌ମିଣ୍ଟ
 ୱେବସାଇଟ୍http://www.swissmint.ch

ସ୍ୱିସ୍ ଫ୍ରାଙ୍କ୍ (ଚିହ୍ନ: Fr. ବା SFr. ବା FS, ISO 4217 କୋଡ଼: CHF)ହେଉଛି ସୁଇଜରଲ୍ୟାଣ୍ଡଲିଖଟେନଷ୍ଟାଇନର ଆଧିକାରିକ ମୁଦ୍ରା । ଇଟାଲୀର କାମ୍ପିଓନେ ଡି’ଇଟାଲିଆ ଅଞ୍ଚଳରେ ମଧ୍ୟ ଏହା ଅଧିକୃତ । ବ୍ୟାଙ୍କ ନୋଟ ଗୁଡ଼ିକ ସ୍ୱିସ୍ ଜାତୀୟ ବ୍ୟାଙ୍କ (SNB)ଦ୍ୱାରା ଓ ଧାତବ ମୁଦ୍ରା କେନ୍ଦ୍ରୀୟ ମୁଦ୍ରାଶାଳା "ସ୍ୱିସ୍‌ମିଣ୍ଟ"ଦ୍ୱାରା ପ୍ରଣୀତ ହୋ‍ଇଥାଏ ।

ଏକ ଫ୍ରାଙ୍କ୍ ୧୦୦ ଭାଗରେ ବିଭକ୍ତ ଯାହାକୁ ଜର୍ମାନ୍‌ରେ ରାପ୍ପେନ୍ (Rp.), ଫରାସୀରେ ସେଣ୍ଟାଇମ୍ (c.),ଇଟାଲୀୟରେ ସେଣ୍ଟେସିମୋ (ct.) ଓ ରୋମାନ୍‌ଶରେ ରାପ୍ (rp.) କୁହାଯାଏ । ISO କୋଡ଼ CHF, କିନ୍ତୁ ପ୍ରାୟତଃ ବାଣିଜ୍ୟ, ବିଜ୍ଞାପନ ଆଦିରେ ସଂକ୍ଷେପରେ "Fr." ହିଁ ବ୍ୟବହୃତ ହୁଏ । CHFରେ CH ଅ ଅର୍ଥ Confoederatio Helvetica ।

ଯେହେତୁ ସୁଇଜରଲ୍ୟାଣ୍ଡରେ ଅନେକଗୁଡ଼ିଏ ଭାଷା ବ୍ୟବହୃତ ହୁଏ, ତେଣୁ ନିରପେକ୍ଷତା ଦୃଷ୍ଟିରୁ ମୁଦ୍ରାଗୁଡ଼ିକରେ ଲାଟିନ ଭାଷାରେ ଲେଖା ରହେ ।

ବାହାର ତଥ୍ୟ[ସମ୍ପାଦନା]

  1. Swiss franc is the official currency and Euro is widely accepted.