ସ୍ପ୍ରାଉଟ ସୋସିଆଲ

ଉଇକିପିଡ଼ିଆ‌ରୁ
ସ୍ପ୍ରାଉଟ ସୋସିଆଲ
TypePrivate
ତିଆରି କରାଯାଇଥିଲାChicago, IL (2010)
ପ୍ରତିଷ୍ଠାତାJustyn Howard
Aaron Rankin
Gil Lara
Peter Soung
ମୂଖ୍ୟସ୍ଥାନCitadel Center 131 S. Dearborn St, Chicago, IL 60603
ସେବା ପରିସରWorldwide
ମୁଖ୍ୟ ଲୋକJustyn Howard (CEO)
Aaron Rankin (CTO)
Gil Lara (CCO)
Scott Brandt (CMO) [୧]
କେଉଁ ପ୍ରକାରର କମ୍ପାନୀInternet
ଉତ୍ପାଦ (ବଣିଜ)Social Media Management
Social Media Marketing
Social Customer Service
Social Media Analytics
କର୍ମଚାରୀ200 [୨]
ସ୍ଳୋଗାନSocial Media Management Software for Business
ବେବସାଇଟsproutsocial.com
ସାଇଟର ପ୍ରକାରSocial media management
Social media analytics
Social CRM
Social media measurement
ବ୍ୟବହାରକାରୀMore than 15,000 [୩]
ମିଳୁଥିବା ସଂସ୍କରଣMultilingual [୪]

ସ୍ପ୍ରାଉଟ ସୋସିଆଲ ଏକ ସଫ୍ଟ‌ୱେର କମ୍ପାନୀ, ଯିଏକି ସୋସିଆଲ ମିଡିଆ ବ୍ୟବସାୟରେ ଏବଂ ଛୋଟମୋଟ ବ୍ୟବସାୟିଙ୍କ ସୋସିଆଲ ମିଡିଆ ଅଭିବୃଦ୍ଧିରେ ସେମାନଙ୍କୁ ସାହାୟତା ପ୍ରଦାନ କରୁଛି । ଏହା ବ୍ୟବସାୟୀମାନଙ୍କୁ ନିଜର ଗ୍ରାହକଙ୍କ ସ‌ହିତ ଯୋଗସୁତ୍ର ସ୍ଥାପନ କରିବାରେ ସାହାଯତା କରିଥାଏ ।

ସ୍ପ୍ରାଉଟ ସୋସିଆଲ ସେବାଟି ନିଜ ମାଧ୍ୟରେ, ଫେସବୁକ, ଟୁଇଟର, ଗୁଗଲ ପ୍ଲସ, ଇନଷ୍ଠାଗ୍ରାମ ଭଲି ସୋସିଆଲ ନେଟ‌ୱାର୍କମାନଙ୍କୁ ଯୋଡି ଦେଇଥାଏ ।

ଅଧାର[ସମ୍ପାଦନା]

  1. "Sprout Social Crunchbase Profile". "Crunchbase". Retrieved 13 June 2016.
  2. http://fortune.com/2016/02/17/social-media-management-sprout-social/
  3. "ଆର୍କାଇଭ୍ କପି". Archived from the original on 2015-09-06. Retrieved 2017-08-22. {{cite web}}: Cite has empty unknown parameter: |1= (help)
  4. "Introducing Sprout Social in Spanish & Portuguese". Sprout Social. Retrieved 13 June 2016.