Jump to content

ସ୍ପେସୋଲିମାବ

ଉଇକିପିଡ଼ିଆ‌ରୁ
ସ୍ପେସୋଲିମାବ
Monoclonal antibody
TypeWhole antibody
SourceHumanized
TargetInterleukin 36 receptor (IL1RL2/IL1RAP)
Clinical data
Trade namesSpevigo
SynonymsBI-655130, spesolimab-sbzo
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6480H9988N1736O2012S46
Molar mass୧,୪୫,୮୮୦.୦୮ g·mol−1

ସ୍ପେସୋଲିମାବ (ଇଂରାଜୀ ଭାଷାରେ Spesolimab), ସ୍ପେସିଗୋମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବର୍ଦ୍ଧିତ ବ୍ୟାପକ ପୁସ୍ଚୁଲାର ସୋରିଆସିସ୍ (ଜିପିପି) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଅଇ, ମୁଣ୍ଡବିନ୍ଧା, କୁଣ୍ଡେଇ ହେବା, ଇଞ୍ଜେକସନ ନେଇଥିବା ସ୍ଥାନରେ ବ୍ରୁଇ କ୍ଷତ ଚିହ୍ନ ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା ଏବଂ ଶିରାରେ ଦେଇଥିବା ସ୍ଥାନରେ ପ୍ରତିକ୍ରିୟା ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍-୩୬ ରିସେପ୍ଟରକୁ ( IL1RL2 / IL1RAP ) ଅବରୋଧ କରିଥାଏ ।[୧] [୨]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସ୍ପେସୋଲିମାବକୁ ଅନୁମୋଦନ କରାଯାଇଥିଲା ।[୧] ୟୁରୋପରେ ଅନୁମୋଦନ ପାଇଁ ଏହା ସୁପାରିଶ କରାଯାଇଛି କିନ୍ତୁ ୨୦୨୨ ସୁଦ୍ଧା ବ୍ରିଟେନରେ ଅନୁମୋଦନ ହୋଇନାହିଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୪,୦୦୦ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Spevigo- spesolimab-sbzo injection". DailyMed. 1 September 2022. Archived from the original on 16 October 2022. Retrieved 16 October 2022.
  2. Ratnarajah K, Jfri A, Litvinov IV, Netchiporouk E (2020). "Spesolimab: A Novel Treatment for Pustular Psoriasis". Journal of Cutaneous Medicine and Surgery. 24 (2): 199–200. doi:10.1177/1203475419888862. PMID 32208020.
  3. "Spesolimab". SPS - Specialist Pharmacy Service. 3 May 2019. Archived from the original on 17 May 2022. Retrieved 13 December 2022.
  4. "Spevigo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 13 December 2022.