ସ୍କାରଲେଟ ଜୋହାନସନ

ଉଇକିପିଡ଼ିଆ‌ରୁ
Scarlett Johansson
Scarlett Johansson, wearing a pink dress, poses for the camera.
୨୦୧୪ ମସିହା କ୍ୟାପଟେନ ଆମେରିକା ୨ ସମୟରେ ସ୍କାରଲେଟ
Born
Scarlett Ingrid Johansson

(1984-11-22) ୨୨ ନଭେମ୍ବର ୧୯୮୪ (ବୟସ ୩୯)
Citizenship
  • American
  • Danish
Occupations
  • Actress
  • singer
Years active1994–present
Spouses
  • (m. ୨୦୦୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • Romain Dauriac
    (m. ୨୦୧୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Children1
AwardsFull list

ସ୍କାରଲେଟ ଇଙ୍ଗ୍ରିଡ଼ ଜୋହାନସନ ୧୯୮୪ ମସିହା ନଭେମ୍ବର ୨୨ ତାରିଖରେ ନ୍ୟୁୟର୍କ ସିଟିର ମାନହାଟାନ ବରୋଠାରେ ଜନ୍ମଗ୍ରହଣ କରିଥିଲେ ।[୧][୨][୩]  ସେ ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଗାୟିକା।  ୨୦୧୪ ରୁ ୨୦୧୬ ମଧ୍ୟରେ ସେ ସବୁଠାରୁ ଦାମୀ କଳାକାର ହୋଇଥିଲେ । ସେ ଅନେକଥର ଫୋର୍ବସ ଜଣାଶୁଣା ଶ୍ରେଷ୍ଠ ୧୦୦ ତାଲିକାରେ ସ୍ଥାନ ପାଇଛନ୍ତି ।

ଜୋହାନସନ ୨୦୦୩ରେ ତାଙ୍କର ସିନେମା, ଲଷ୍ଟ ଇନ ଟ୍ରାନ୍ସଲେସନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ବାଫଟା ସମ୍ମାନ ଲାଭ କରିଥିଲେ ।[୪] ୨୦୧୦ ମସିହାରୁ ସେ ମାର୍ଭେଲ ସିନେମା ପ୍ରଡକ୍ସନର ନାନାଦି ସିନେମାରେ ବ୍ଲାକ ୱିଡୋ ଭୂମିକାରେ ଅଭିନୟ କରିଆସୁଛନ୍ତି ।[୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସ୍କାରଲେଟ, ମାନହାଟନର ନିଉ ୟର୍କ ସିଟିରେ ୨୨ ନଭେମ୍ବର ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।[୬][୭] ତାଙ୍କର ବାପା କର୍ଷ୍ଟଏନ ଓଲାଫ ଜୋହାନ୍ସନ ଜଣେ ଆର୍କିଟେକ୍ଟ ଅଟନ୍ତି । ସେ ଡେ଼ନମାର୍କର ମୂଳ ବାସିନ୍ଦା ଥିଲେ । ତାଙ୍କର ଜେଜେବାପା, ଏଜେନେର ଜୋହାନ୍ସନ ଜଣେ କଳା ଏତିହାସିକ, ସଂଳାପ ଲେଖକ, ନିର୍ଦ୍ଦେଶକ ଥିଲେ, ତାଙ୍କର ବାପା ସ୍ୱିଡ଼େନରୁ ଥିଲେ ।[୮][୯] ସ୍କାରଲେଟଙ୍କର ବୋଉ ମେଲାନି ସ୍ଲୋଆନ ଜଣେ ପ୍ରଯୋଜିକା ଯେ କି ପୋଲାଣ୍ଡ ଏବଂ ରୁଷିଆ ଅଞ୍ଚଳର ଜଣେ ଜିଉ ଧର୍ମାବଲମ୍ବୀ ।[୧୦] ତାଙ୍କର ଜଣେ ଅଭିନେତ୍ରୀ ବଡ଼ ଭଉଣୀ ଭେନେସା, ବଡ଼ ଭାଇ ଆଡ୍ରିଆନ୍ ଏବଂ ଏକ ଯମଜ ଭାଇ ହଣ୍ଟର ମଧ୍ୟ ଅଛନ୍ତି ।[୧୧] ବାପାଙ୍କର ପ୍ରଥମ ବିବାହରୁ ଜନ୍ମିତ ତାଙ୍କର ଏକ ଅଧା ଭାଇ କ୍ରିଷ୍ଟିୟାନ ମଧ୍ୟ ଅଛନ୍ତି । ସ୍କାରଲେଟ, ଉଭୟ ଆମେରିକୀୟ ଏବଂ ଡେ଼ନମାର୍କ ନାଗରିକତ୍ୱ ରଖିଛନ୍ତି ।[୧୨][୧୩]

ଆଧାର[ସମ୍ପାଦନା]

'

  1. "Scarlett Johansson". BFI (in ଇଂରାଜୀ). Retrieved 2019-02-02.
  2. "Scarlett Johansson: 'La monogamia es antinatural'". www.eitb.eus (in ସ୍ପେନିୟ). Retrieved 2019-02-02.
  3. Season 4 Official Trailer | Finding Your Roots (in ଇଂରାଜୀ), retrieved 2019-02-02
  4. "BAFTA Awards". awards.bafta.org. Retrieved 2019-02-02.
  5. "INTERVIEW: Scarlett Johansson - 'I Totally Lose Control Of My Face'". HuffPost UK (in ଇଂରାଜୀ). 2012-09-13. Retrieved 2019-02-02.
  6. "Scarlett Johansson: 'La monogamia es antinatural'". www.eitb.eus (in ସ୍ପେନିୟ). Retrieved 2019-06-05.
  7. "Scarlett Johansson". BFI (in ଇଂରାଜୀ). Retrieved 2019-06-05.
  8. "'I'm not anything like her...' - The Irish Times - Fri, Apr 27, 2012". web.archive.org. 2012-04-27. Archived from the original on 2012-04-27. Retrieved 2019-06-05.{{cite web}}: CS1 maint: bot: original URL status unknown (link)
  9. "Finding Your Roots", Wikipedia (in ଇଂରାଜୀ), 2019-05-06, retrieved 2019-06-05
  10. "Scarlett Johansson's a Jew, too | JTA - Jewish & Israel News". web.archive.org. 2012-01-01. Archived from the original on 2012-01-01. Retrieved 2019-06-05.
  11. "Scarlett Johansson Shows Post-Baby Body, Walks Red Carpet With Twin". E! Online (in ଆମେରିକୀୟ ଇଂରାଜୀ). Wed Nov 19 14:21:00 PST 2014. Retrieved 2019-06-05. {{cite web}}: Check date values in: |date= (help)
  12. "Scarlett Johanssons skandinaviske rødder | Scandinavian Traveler". Scandinavian Traveler - For the modern traveler from Scandinavian Airlines (in ଡାନ୍ନିସ୍). Retrieved 2019-06-05.
  13. Quinn, Ben (2008-04-26). "Mary Stuart reigns again - in Ireland". The Observer (in ବ୍ରିଟିଶ୍‌ ଇଂରାଜୀ). ISSN 0029-7712. Retrieved 2019-06-05.