ସୋରାବଜୀ କୋଲାହ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମSorabji Hormasji Munchersha Colah
ବ୍ୟାଟିଂ ପ୍ରକାରRight hand bat
ବୋଲିଂ ପ୍ରକାରRight arm medium pace
ଭୂମିକାBatsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 2)25 June 1932 v England
ଶେଷ ଟେଷ୍ଟ15 December 1933 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 75
ମୋଟ ରନ 69 3,578
ବ୍ୟାଟିଂ ହାର 17.25 29.08
ଶତକ/ଅର୍ଦ୍ଧଶତକ 0/0 6/14
ସର୍ବାଧିକ ରନ 31 185*
ବଲ ସଂଖ୍ୟା - 444
ଉଇକେଟ - 6
ବୋଲିଂ ହାର - 46.50
ଇନିଙ୍ଗସରେ ୫ଟି ଉଇକେଟ - 0
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ - 2/14
କ୍ୟାଚ/ଷ୍ଟମ୍ପିଙ୍ଗ 2 51
Source: [୧]

ସୋରାବଜୀ ହରମାସଜୀ ମୁଞ୍ଚେରସା କୋଲାହ ଶବଦ ବିଷୟରେ pronunciation (ଜନ୍ମ 22 ସେପ୍ଟେମ୍ବର 1902 ବୋମ୍ବେ -ମୃତ୍ୟୁ 11 ସେପ୍ଟେମ୍ବର 1950 ଗୁଜରାଟ ) ଜଣେ ପୁରାତନ ଭାରତୀୟ କ୍ରିକେଟର । 

କୋଳାହ ତାଙ୍କର ବାଲ୍ୟ କାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ସେ ଜଣେ ଭଲ ବେଟସ ମେନ ତଥା ଫିଲଡର ଥିଲେ ।ଭରତର ସର୍ବ ପ୍ରଥମ ଟେଷ୍ଟରେ ସେ ଖେଳିଥିଲେ । ସେ ଦଳର ଅଧିନାଯକଙ୍କ ସହ ଭଲ ସମ୍ପର୍କରେ ନ ଥଲେ ।ଇଂଲଣ୍ଡର ଭାରତ ଗସ୍ତ ସମୟରେ ସେ ବୋମ୍ବେଠାରେ ଟେଷ୍ଟ ଖେଳିଥିଲେ । 1935 ମସିହାରେ ଆସିଥିବା ଏକ ଅଷ୍ଟ୍ରେଲିଆ XI ଓ 1937 ମସିହାରେ ଆସିଥିବା ଲର୍ଡ ଟେନିସନଙ୍କ ଦଳ ବିରୁଦ୍ଧରେ ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । 

Sorabji Colah is seen sitting on ground in the middle in this photo of 1932 Test team captained by Maharaja of Porbandar, that toured England.

ଘରେଇ କ୍ରିକେଟରେ ସେ ପଶ୍ଚିମ ଭାରତ ରାଜ୍ୟ ତରଫରୁ ଖେଳୁଥିଲେ ଓ ବମ୍ବେ ପାର୍ସି ଦଳର ଅଧିନାୟକ ଥିଲେ । 

ଆଧାର [ସମ୍ପାଦନା]