ସୋରାବଜୀ କୋଲାହ

ଉଇକିପିଡ଼ିଆ ରୁ
Jump to navigation Jump to search
ସୋରାବଜୀ କୋଲାହ
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Sorabji Hormasji Munchersha Colah
ବ୍ୟାଟିଙ୍ଗ ପ୍ରକାର Right hand bat
ବୋଲିଂ ପ୍ରକାର Right arm medium pace
ଭୁମିକା Batsman
ବିଶ୍ଵ ତଥ୍ୟ
ନିଜ ଦେଶ ପଟ Indian କ୍ରିକେଟ ଦଳ
ପ୍ରଥମ ଟେଷ୍ଟ (cap 2) 25 June 1932 v England
ଶେଷ ଟେଷ୍ଟ 15 December 1933 v England
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Tests First-class
ମ୍ୟାଚ 2 75
ରନ 69 3,578
ବ୍ୟାଟିଙ୍ଗ ଆଭରେଜ 17.25 29.08
ଶତକ/ଅର୍ଦ୍ଧଶତକ 0/0 6/14
ସବୁଠୁ ବେସି ସ୍କୋର 31 185*
ଡେଲିଭରି ବଲ - 444
ଉଇକେଟ - 6
Bowling average - 46.50
5 wickets in innings - 0
10 wickets in match - 0
Best bowling - 2/14
Catches/stumpings 2 51
Source: [୧], {{{date}}}

ସୋରାବଜୀ ହରମାସଜୀ ମୁଞ୍ଚେରସା କୋଲାହ ଶବଦ ବିଷୟରେ pronunciation (ଜନ୍ମ 22 ସେପ୍ଟେମ୍ବର 1902 ବୋମ୍ବେ -ମୃତ୍ୟୁ 11 ସେପ୍ଟେମ୍ବର 1950 ଗୁଜରାଟ ) ଜଣେ ପୁରାତନ ଭାରତୀୟ କ୍ରିକେଟର । 

କୋଳାହ ତାଙ୍କର ବାଲ୍ୟ କାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ସେ ଜଣେ ଭଲ ବେଟସ ମେନ ତଥା ଫିଲଡର ଥିଲେ ।ଭରତର ସର୍ବ ପ୍ରଥମ ଟେଷ୍ଟରେ ସେ ଖେଳିଥିଲେ । ସେ ଦଳର ଅଧିନାଯକଙ୍କ ସହ ଭଲ ସମ୍ପର୍କରେ ନ ଥଲେ ।ଇଂଲଣ୍ଡର ଭାରତ ଗସ୍ତ ସମୟରେ ସେ ବୋମ୍ବେଠାରେ ଟେଷ୍ଟ ଖେଳିଥିଲେ । 1935 ମସିହାରେ ଆସିଥିବା ଏକ ଅଷ୍ଟ୍ରେଲିଆ XI ଓ 1937 ମସିହାରେ ଆସିଥିବା ଲର୍ଡ ଟେନିସନଙ୍କ ଦଳ ବିରୁଦ୍ଧରେ ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । 

Sorabji Colah is seen sitting on ground in the middle in this photo of 1932 Test team captained by Maharaja of Porbandar, that toured England.

ଘରେଇ କ୍ରିକେଟରେ ସେ ପଶ୍ଚିମ ଭାରତ ରାଜ୍ୟ ତରଫରୁ ଖେଳୁଥିଲେ ଓ ବମ୍ବେ ପାର୍ସି ଦଳର ଅଧିନାୟକ ଥିଲେ । 

ଆଧାର ସମୂହ [ସମ୍ପାଦନା]