ସୋନିଆ ରାୟ
ଦେଖଣା
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମନାମ | ସୋନିକା ରାୟ |
ପୂରା ନାମ | ସରୋଜା ଝୁଠୁ |
ଜାତୀୟତା | ଭାରତୀୟ |
ଜନ୍ମ | ୧୩ ନଭେମ୍ବର ୧୯୮୦ |
Sport | |
ଦେଶ | ଭାରତ |
କ୍ରୀଡ଼ା | ବନ୍ଧୁକଚାଳନା |
ସୋନିଆ ରାୟ (ଜନ୍ମ ୧୩ ନଭେମ୍ବର ୧୯୮୦) ହିମାଚଳ ପ୍ରଦେଶରେ ଜନ୍ମ ଓ କାଙ୍ଗ୍ରାରେ ବଢ଼ିଥିଲେ । ସେ ଜଣେ ହାରତୀୟ ବନ୍ଧୁକଚାଳନା ଖେଳାଳି ଓ ପ୍ରଥମ ଭାରତୀୟ ଭାବେ ୨୦୦୬ରେ ବ୍ରାଜିଲର ଡବ୍ଲ୍ୟୁସି ରେସେଣ୍ଡେଠାରେ ବିଶ୍ୱକପ୍ ପଦକ ଜିତିଥିଲେ ।[୧] ସେ ଚାଇନାରେ ୨୦୧୦ ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Sonia overcomes strong field, clinches gold". 1 September 2013. Retrieved 3 November 2014.
- ↑ "Indian women shooters win silver in 10m Air Pistol team event". 14 November 2010. Retrieved 3 November 2014.
ଶ୍ରେଣୀସମୂହ:
- ୧୯୮୦ ଜନ୍ମ
- ଜୀବିତ ବ୍ୟକ୍ତି
- Indian female sport shooters
- ISSF pistol shooters
- Shooters at the 2006 Asian Games
- Shooters at the 2010 Asian Games
- Asian Games medalists in shooting
- Sportswomen from Himachal Pradesh
- People from Kangra, Himachal Pradesh
- 21st-century Indian women
- Sport shooters from Himachal Pradesh
- Asian Games silver medalists for India
- Medalists at the 2006 Asian Games
- Medalists at the 2010 Asian Games