ସେଭେଲାମର

ଉଇକିପିଡ଼ିଆ‌ରୁ
ସେଭେଲାମର
Clinical data
Pronunciation(/sɛˈvɛləmər/ or /sɛˈvɛləmɪər/)
Trade namesRenagel, Renvela
AHFS/Drugs.commonograph
MedlinePlusa601248
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx only
Pharmacokinetic data
Bioavailability0%
ExcretionFeces 100%
Identifiers
  • poly(allylamine-
    co-N,N'-diallyl-1,3-diamino-2-hydroxypropane)
Chemical and physical data
Formula[(C3H7N)a+b.(C9H17N2O)c]m
where a+b:c = 9:1
Molar massvariable
  (verify)

ସେଭେଲାମର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେନାଗେଲ, ହେଉଛି କ୍ରନିକ୍ ବୃକ୍‌କ ରୋଗରେ ହେଉଥିବା ହାଇପରଫସଫାଟେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଯୁକ୍ତରାଜ୍ୟରେ ଏହା ଦ୍ୱିତୀୟ ଧାଡିର ଚିକିତ୍ସା ।[୨] ଏହାକୁ ଖାଦ୍ୟ ସହିତ ପାଟିରେ ନିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଚର୍ମରୋଗ ରାସ ମଧ୍ୟ ହୋଇପାରେ। ।[୨] ଏହା ଅନ୍ତନଳୀରେ ଫସଫେଟ ସ‌ହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସେଭେଲାମର ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ୮୦୦ ମିଗ୍ରାର ୨୭୦ଟି ବଟିକାର ମୂଲ୍ୟ ୪୮ ଡଲାର ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୫ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Sevelamer Monograph for Professionals". Drugs.com (in ଇଂରାଜୀ). Archived from the original on 30 November 2020. Retrieved 12 October 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1116. ISBN 978-0-85711-369-6.{{cite book}}: CS1 maint: date format (link)
  3. "Sevelamer Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 7 April 2021.