ସେଥ୍ ରୋଲ୍ଲିନ୍ସ
ଦେଖଣା
| ସେଥ୍ ରୋଲ୍ଲିନ୍ସ | |
|---|---|
Rollins in April 2015 | |
| Birth name | Colby Lopez |
| Born | ୨୮ ମଇ ୧୯୮୬ Buffalo, Iowa, United States |
| Residence | Davenport, Iowa, United States |
| Professional wrestling career | |
| Ring name(s) | Gixx[୧] Seth Rollins[୨] Taj the Destroyer[୧] Tyler Black[୧] |
| Billed height | 6 ft 1 in (1.85 m)[୩] |
| Billed weight | 217 lb (98 kg)[୩] |
| Billed from | Davenport, Iowa[୩] |
| Trained by | Danny Daniels[୧] |
| Debut | 2005[୪] |
କୋଲବି ଡାନିଏଲ ଲୋପେଜ (ଜନ୍ମ ମଇ ୨୮ ୧୯୮୬) ଜଣେ ଆମେରିକୀୟ ପେଶାଦାର ମଲ୍ଲ , କଳାକାର । ସେ ଡବ୍ଲ୍ୟୁଡବ୍ଲ୍ୟୁଇର ରଅରେ ଅନୁବନ୍ଧିତ ଅଟନ୍ତି ଯେଉଠାରେ ସେ ନିଜ ଆଖଡା ନା ସେଥ୍ ରୋଲ୍ଲିନ୍ସ ନାମରେ ଜଣା ଯାଆନ୍ତି ।ସେ ୨୦୧୦ରୁ ଡବ୍ଲ୍ୟୁଡବ୍ଲ୍ୟୁଇରେ ଖେଳୁଛନ୍ତି । ୨୦୧୫ରେ ସେ ଡବ୍ଲ୍ୟୁଡବ୍ଲ୍ୟୁଇ ଜଗତର ସୁପରରଷ୍ଟାର ଥିଲେ ।