ସୂର୍ଯ୍ୟକାନ୍ତ ବେଳାଭୂମି

ଉଇକିପିଡ଼ିଆ‌ରୁ

ସୂର୍ଯ୍ୟକାନ୍ତ ବେଳାଭୂମି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଗୁନ୍ତୁର ଜିଲ୍ଲାର ବାପଟିଲା ସହରରୁ 8 କିଲୋମିଟର ଦୂରରେ ଅବସ୍ଥିତ । 

APTDC ପର୍ଯ୍ୟଟକ କୁଟୀର , ସୂର୍ଯ୍ୟକଣ୍ଟ ବେଳାଭୂମି 

ଶାନ୍ତ ପରିବେଶ ମଧ୍ୟରେ ବଙ୍ଗୋପସାଗର କୁଳରେ ଥିବା ଏହି ବେଳାଭୂମିର ସୌନର୍ଜ୍ୟ ଉପଭୋଗ କରିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ସେମାନଙ୍କ ସୁବିଧା ପାଇଁ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ତରଫରୁ ବେଳାଭୂମିରେ କେତେକ ଆରାମଦାୟକ କୁଟୀର ନିର୍ମାଣ କରାଯାଇଛି । ଏଠାରେ ଉନ୍ନତ ମାନର ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ପର୍ଯ୍ୟଟକମାନେ ସେଠାରେ ରହି ପ୍ରଭାତରେ ଉଦୀୟମାନ ସୂର୍ଯ୍ୟର ସୋଭା ଉପଭୋଗ କରି ପାରନ୍ତି ।[୧]  
 


ପୁନଶ୍ଚ ଦେଖଣା [ସମ୍ପାଦନା]

  1. http://guntur.nic.in/bapatla_suryalanka.html