ସୂଚନା ଅଧିକାର
ଦେଖଣା
‘’’ସୂଚନା ଅଧିକାର’’’ ଭାରତବର୍ଷର “ସୂଚନା ଅଧିକାର ଅଧିନିୟମ ୨୦୦୫” Right to Information Act 2005 ଅନ୍ତର୍ଗତ ଭାରତୀୟ ନାଗରିକ ମାନଂକୁ ଦିଆଯାଇଥିବା ଏକ ଅଧିକାର। ଏହି ଅଧିକାର ବଳରେ ଭାରତର ଯେକୌଣସି ନାଗରିକ ଯେକୌଣସି ସରକାରୀ ସଂସ୍ଥା ବା ସାର୍ବଜନିକ ସ୍ତରରେ କାର୍ଯ୍ୟ କରୁଥିବା ଯେକୌଣସି ବିଷୟରେ ସୂଚନା ମାଗିପାରିବ। ସଂପୃକ୍ତ ସଂସ୍ଥା ଉକ୍ତ ସୂଚନା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ଦେବାକୁ ବାଧ୍ଯ। ଅବଶ୍ଯ କେତୋଟି ସମ୍ବେଦନଶୀଳ ସଂସ୍ଥା ଓ କିଛି ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ଗୋପନୀୟ ତଥ୍ୟକୁ ଏହି ଅଧିକାରର ପରିସରରେ ଅନ୍ତର୍ଭୁକ୍ତ କରାଯାଇନାହିଁ।
ଆଧାର
[ସମ୍ପାଦନା]- ସୂଚନା ଅଧିକାର ସମ୍ବନ୍ଧିତ ସରକାରୀ ୱେବସାଇଟ୍
- ସୂଚନା ଅଧିକାର ସଂପୂର୍ଣ୍ଣ ଅଧିନିୟନ
- ଅନଲାଇନ୍ ସୂଚନା ଅଧିକାର ବ୍ଯବସ୍ଥା Archived 2020-12-07 at the Wayback Machine.