ସୁମନା ଦାସ
ଦେଖଣା
ସୁମନା ଦାସ ଗରଡ଼ିଆ | |
|---|---|
| ଜନ୍ମ | ସୁମନା ଦାସ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୯–୨୦୧୬ |
| ବୈବାହିକ-ସାଥୀ |
ସୁମିତ ଗରଡ଼ିଆ (m. ୨୦୧୪) |
| ପିତାମାତା |
|
| ପରିବାର | ମଧୁମିତା ଦାସ (ଭଉଣୀ) |
ସୁମନା ଦାସ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ବାୟତ୍ତବ ଦିଲ୍ କୀ ତମନ୍ନା ହୈ ଧାରାବାହିକରେ ଶାମଲି ଭୂମିକରେ ଓ କ୍ୟା ମସ୍ତ ହୈ ଲାଇଫ୍ରେ ରିୟାଅ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ଆସାମର ଦିଫୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ମଧୁମିତା ଦାସ ମଧ୍ୟ ଜଣେ ଅଭିନେତ୍ରୀ ।
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୦୯–୨୦୧୦ | କ୍ୟା ମସ୍ତ ଲାଇଫ୍ ହୈ | ରିୟା | ଡିଜ୍ନି | ସହାୟକ ଭୂମିକା |
| ବାୟତ୍ତାବ ଦିଲ୍ କୀ ତମନ୍ନା ହୈ[୧] | ଶାମୋଲି କୁନାଲ ମେହେରା | ସୋନି ଟିଭି | ମୁଖ୍ୟ ଭୂମିକା | |
| ୨୦୧୦ | ଆହାଟ - ଇସ୍ସେ ଦେଖ୍ନା ମନା ହୈ : ଅଧ୍ୟାୟ ୧ ଓ ୨ | ନୈନା (ଅଧ୍ୟାୟ ୩୭ ଓ ୩୮) | ଅଧ୍ୟାୟଗତ ଭୂମିକା | |
| ବୈରି ପିୟା | କାଜ୍ରି | କଲର୍ସ ଟିଭି | ସହାୟକ ଭୂମିକା | |
| ସି.ଆଇ.ଡି. - ନେତ୍ରହୀନ ଗବାଃ | ଅଧ୍ୟାୟ ୬୫୩ | ସୋନି ଟିଭି | ଅଧ୍ୟାୟଗତ ଭୂମିକା | |
| ୨୦୧୧ | ନାଚ୍ଲେ ବେ ଉଇଥ୍ ସରୋଜ୍ ଖାନ୍ | ଅତିଥି | ଏନ୍ଡିଟିଭି ଇମାଜିନ୍ | ରିଆଲିଟି ଶୋ |
| ୨୦୧୧–୨୦୧୨ | କାହାନୀ ଚନ୍ଦ୍ରକାନ୍ତା କି | ଦାମିନୀ | ସାହାରା ୱାନା | ସହାୟକ ଭୂମିକା |
| ୨୦୧୨ | ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍ବୀରେଁ | ଅଧ୍ୟାୟ ୧୧ | ଜୀ ଟିଭି | ଅଧ୍ୟାୟଗତ ଭୂମିକା |
| ସାବଧାନ ଇଣ୍ଡିଆ | ପ୍ରତିମା (ଅଧ୍ୟାୟ ୨୨) | ଲାଇଫ୍ ଓକେ | ||
| ୨୦୧୩ | ସାବିତ୍ରୀ - ଏକ ପ୍ରେମ୍ କାହାନୀ | ମିଷ୍ଟି | ସହାୟକ ଭୂମିକା | |
| ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍ବୀରେଁ[୨] | ଅଧ୍ୟାୟ ୯୨ | ଜୀ ଟିଭି | ଅଧ୍ୟାୟଗତ ଭୂମିକା | |
| ୨୦୧୪ | ୟେ ହୈ ଆଶିକୀ | ରୋହଙ୍କ ବଡ଼ ଭଉଣୀ (ସିଜିନ୍ ୧ - ଅଧ୍ୟାୟ ୧୩) | ବିନ୍ଦାସ୍ | |
ଆଧାର
[ସମ୍ପାଦନା]- ↑ "Its Kareena of Atraaz for Sumana Das". Gaea Times Dot Com (in ଇଂରାଜୀ). 2009-10-03. Retrieved 2020-02-18.[permanent dead link]
- ↑ "Sumana Das & Sunayana Fozdar in Fear Files". Times Of India Dot Com (in ଇଂରାଜୀ). 2013-05-12. Retrieved 2020-02-18.