Jump to content

ସୀମା ଅନ୍ତିଲ

ଉଇକିପିଡ଼ିଆ‌ରୁ
ସୀମା ଅନ୍ତିଲ
2010 କମନୱେଲଥ୍ ଗେମ୍ସରେ ପୁନିଆ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1983-07-27) ୨୭ ଜୁଲାଇ ୧୯୮୩ (ବୟସ ୪୩)
Sonipat, Haryana, India
ଉଚ୍ଚତା୧.୮୨ m (୫ ft 11 1⁄2 in)[୧]
ଓଜନ94 kg (207 lb) (2014)[୧]
Sport
ଦେଶ ଭାରତ
କ୍ରୀଡ଼ାAthletics
Event(s)Discus
Medal record
Commonwealth Games
Silver medal – second place 2006 MelbourneDiscus throw
Silver medal – second place 2014 GlasgowDiscus throw
Bronze medal – third place 2010 Delhi Discus throw
ଏସିଆନ ଗେମ୍ସ
Gold medal – first place 2014 IncheonDiscus throw
World Junior Championships
Bronze medal – third place 2002 Kingston Discus throw
Updated on 6 October 2014.

ସୀମା ଅନ୍ତିଲ (ଜନ୍ମ ୨୭ ଜୁଲାଇ ୧୯୮‌୩) ଜଣେ ଭାରତୀୟ ଡିସ୍କ ଥ୍ରୋୟର । [୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସୀମା ଅନ୍ତିଲ ହରିୟାଣାର ସୋନିପାତ ଜିଲ୍ଲାର ଖେୱଡା ଗ୍ରମରେ ଜନ୍ମଗ୍ରହଣ କରିଥିଲେ ।[୩] ୧୧ ବର୍ଷ ବୟସରୁ ସେ ଲଙ୍ଗ ଜମ୍ପର ଭାବେ ଖେଳିବାକୁ ଲାଗିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡିସ୍କ ଥ୍ରୋୟର ଖେଳ ଖେଳିବା ଆରମ୍ଭ କଲେ ।[୪] ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବଂ ସେଠାରେ ତାଙ୍କ ଡାକ ନାଁ ମିଲେନିୟମ ଚାଇଲ୍ଡ ହୋଇଯାଇଥିଲା ।[୫]ସେ ସୋନିପାତ ସରକାରୀ କଲେଜରେ ପାଠ ପଢୁଥିଲେ ।

କ୍ୟାରିୟର

[ସମ୍ପାଦନା]

ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କିନତୁ ନିଶାଦ୍ରବ୍ୟ ସେବନ ପରୀକ୍ଷାରୁ ତାହା ହରାଇ ବସିଲେ । ଏହାପରେ ତାଙ୍କୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା ।[୬] ୨୦୦୨ ମସିହାରେ ସେ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୦୬ କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ ଏବଂ ୨୬ ଜୁନ ୨୦୦୬ ମସିହାରେ ଭିମ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୦୬ରେ ଏସିୟନ ଗେମ୍ସରେ ସେ ଅନୁପସ୍ଥିତ ଥିଲେ ।[୭][୮] ୨୦୧୦ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୧୪ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ମେଡାଲ ଜିତିଥିଲେ ଏବଂ ଏସିୟାନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୯]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଙ୍କୁଷ ପୁନିଆଙ୍କୁ ବିବାହ କରିଛନ୍ତି ।[୧୦]

ଅଲମ୍ପିକ୍ସରେ

[ସମ୍ପାଦନା]
Year Competition Venue Position Notes
Representing  ଭାରତ
2004 Olympic Games Athens, Greece 14th 60.64 m
2012 Olympic Games London, England 13th 61.91 m
2016 Olympic Games Rio de Janeiro, Brazil 20th 57.58 m
  1. 1 2 "2014 CWG profile". Archived from the original on 2016-03-04. Retrieved 2017-03-06.
  2. ↑ "Discus thrower Seema Punia qualifies for Rio Olympics". The Hindu. PTI. 29 May 2016. Retrieved 29 July 2016.
  3. ↑ "Seema Antil". Athletes. Sports Reference. Retrieved 11 October 2010.
  4. ↑ "Seema Antil profile". The Times of India.
  5. ↑ "Asian Games 2014: Two no-shows and two doping charges later, Seema Punia spins gold". The Indian Express. 29 September 2014.
  6. ↑ "The Hindu : Seema Antil loses gold medal on ephedrine violation". Hinduonnet.com. 2001-10-02. Archived from the original on 2008-03-29. Retrieved 2014-08-25.
  7. ↑ "Seema Antil not to take part in Doha". Ia.rediff.com. 2004-12-31. Retrieved 2014-08-25.
  8. ↑ "Seema cleared, opts out". The Hindu. 2006-12-09. Retrieved 2014-08-25.
  9. ↑ "India's discus thrower Seema Punia clinches gold at Asian Games". India Today. 29 September 2014. Retrieved 6 October 2014.
  10. ↑ "CWG medallist ties the knot". tribuneindia.com. 8 February 2011.

ଅଧିକ ତଥ୍ୟ

[ସମ୍ପାଦନା]