Jump to content

ସୀମା ଅନ୍ତିଲ

ଉଇକିପିଡ଼ିଆ‌ରୁ
(ସୀମା ଅଣ୍ଟିଳରୁ ଲେଉଟି ଆସିଛି)
ସୀମା ଅନ୍ତିଲ
2010 କମନୱେଲଥ୍ ଗେମ୍ସରେ ପୁନିଆ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1983-07-27) ୨୭ ଜୁଲାଇ ୧୯୮୩ (ବୟସ ୪୧)
Sonipat, Haryana, India
ଉଚ୍ଚତା୧.୮୨ m (୫ ft 11 12 in)[]
ଓଜନ94 kg (207 lb) (2014)[]
Sport
ଦେଶ ଭାରତ
କ୍ରୀଡ଼ାAthletics
Event(s)Discus
Medal record
Commonwealth Games
Silver medal – second place 2006 Melbourne Discus throw
Silver medal – second place 2014 Glasgow Discus throw
Bronze medal – third place 2010 Delhi Discus throw
ଏସିଆନ ଗେମ୍ସ
Gold medal – first place 2014 Incheon Discus throw
World Junior Championships
Bronze medal – third place 2002 Kingston Discus throw
Updated on 6 October 2014.

ସୀମା ଅନ୍ତିଲ (ଜନ୍ମ ୨୭ ଜୁଲାଇ ୧୯୮‌୩) ଜଣେ ଭାରତୀୟ ଡିସ୍କ ଥ୍ରୋୟର । []

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସୀମା ଅନ୍ତିଲ ହରିୟାଣାର ସୋନିପାତ ଜିଲ୍ଲାର ଖେୱଡା ଗ୍ରମରେ ଜନ୍ମ ଗ୍ରହଣ କରିଥିଲେ ।[] ୧୧ ବର୍ଷ ବୟସରୁ ସେ ଲଙ୍ଗ ଜମ୍ପର ଭାବେ ଖେଳିବାକୁ ଲାଗିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡିସ୍କ ଥ୍ରୋୟର ଖେଳ ଖେଳିବା ଆରମ୍ଭ କଲେ ।[] ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବଂ ସେଠାରେ ତାଙ୍କ ଡାକ ନାଁ ମିଲେନିୟମ ଚାଇଲ୍ଡ ହୋଇଯାଇଥିଲା ।[]ସେ ସୋନିପାତ ସରକାରୀ କଲେଜରେ ପାଠ ପଢୁଥିଲେ ।

କ୍ୟାରିୟର

[ସମ୍ପାଦନା]

ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କିନତୁ ନିଶାଦ୍ରବ୍ୟ ସେବନ ପରୀକ୍ଷାରୁ ତାହା ହରାଇ ବସିଲେ । ଏହାପରେ ତାଙ୍କୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା ।[] ୨୦୦୨ ମସିହାରେ ସେ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୦୬ କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ ଏବଂ ୨୬ ଜୁନ ୨୦୦୬ ମସିହାରେ ଭିମ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୦୬ରେ ଏସିୟନ ଗେମ୍ସରେ ସେ ଅନୁପସ୍ଥିତ ଥିଲେ ।[][] ୨୦୧୦ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୧୪ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ମେଡାଲ ଜିତିଥିଲେ ଏବଂ ଏସିୟାନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଙ୍କୁଷ ପୁନିଆଙ୍କୁ ବିବାହ କରିଛନ୍ତି ।[୧୦]

ଅଲମ୍ପିକ୍ସରେ

[ସମ୍ପାଦନା]
Year Competition Venue Position Notes
Representing  ଭାରତ
2004 Olympic Games Athens, Greece 14th 60.64 m
2012 Olympic Games London, England 13th 61.91 m
2016 Olympic Games Rio de Janeiro, Brazil 20th 57.58 m
  1. ୧.୦ ୧.୧ "2014 CWG profile". Archived from the original on 2016-03-04. Retrieved 2017-03-06.
  2. "Discus thrower Seema Punia qualifies for Rio Olympics". The Hindu. PTI. 29 May 2016. Retrieved 29 July 2016.
  3. "Seema Antil". Athletes. Sports Reference. Retrieved 11 October 2010.
  4. "Seema Antil profile". The Times of India.
  5. "Asian Games 2014: Two no-shows and two doping charges later, Seema Punia spins gold". The Indian Express. 29 September 2014.
  6. "The Hindu : Seema Antil loses gold medal on ephedrine violation". Hinduonnet.com. 2001-10-02. Archived from the original on 2008-03-29. Retrieved 2014-08-25.
  7. "Seema Antil not to take part in Doha". Ia.rediff.com. 2004-12-31. Retrieved 2014-08-25.
  8. "Seema cleared, opts out". The Hindu. 2006-12-09. Retrieved 2014-08-25.
  9. "India's discus thrower Seema Punia clinches gold at Asian Games". India Today. 29 September 2014. Retrieved 6 October 2014.
  10. "CWG medallist ties the knot". tribuneindia.com. 8 February 2011.

ଅଧିକ ତଥ୍ୟ

[ସମ୍ପାଦନା]