ସିଲିଗୁଡି ସହର ରେଳ ଷ୍ଟେସନ
| Siliguri Town Indian Railway Station | |
|---|---|
| Station statistics | |
| Address | Bagha Jatin Road, College Para, Siliguri, Distt:Darjeeling, West Bengal |
| Coordinates | 26°42′26″N 88°25′45″E / 26.7071°N 88.4292°E |
| Elevation | 120 metres (390 ft) |
| Lines | New Jalpaiguri-Alipurduar-Samuktala Road line, Darjeeling Himalayan Railway |
| Structure | Standard at ground |
| Platforms | 2 [1 Broad Gauge and 1 Narrow Gauge] |
| Parking | Available |
| Baggage check | Not available |
| Other information | |
| Opened | 1880 |
| Electrified | In Progress |
| Code | SGUT |
| Division(s) | Siliguri |
| Owned by | Indian Railways |
| Operator | North East Frontier Railway |
| Station status | Functioning |
| Formerly | North Bengal State Railway |
| Location | |
Location in West Bengal | |
ସିଲିଗୁଡି ସହର ରେଳ ଷ୍ଟେସନ
[ସମ୍ପାଦନା], ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ସହରର ଏକ ରେଳ ଷ୍ଟ୍ରେସନ। ଏହାସହରର ତିନିଟି ଷ୍ଟେସନ ମଧ୍ୟରୁ ଅନ୍ୟତମ । ଅନ୍ୟ ଦୁଇଟି ସିଲିଗୁଡି ଜଙ୍କସନ ଓ ନିଉ ଜଳପାଇଗୁଡି ।
ଇତିହାସ
[ସମ୍ପାଦନା]1878 ମସିହାରେ କଲିକତାରୁ ସିଲିଗୁଡି ସହରକୁ ଦୁଇଟି ସ୍ତରରେ ରେଳ ସଂଯୋଗ ହେଲା । କଲିକତାରୁ ଦାମୁକେହ ଘାଟ ପର୍ଯ୍ୟନ୍ତ ବ୍ରଡ ଗଜ ଲାଇନ ହୋଇ ପଦ୍ମା ନଦୀ ପର୍ଯ୍ୟନ୍ତ ଓ ପଦ୍ମା ନଦୀର ଅପର ପାର୍ଶ୍ୱରୁ ମିଟର ଗଜ ଲାଇନ ସିଲିଗୁଡି ଯାଏ ଆସିଲା । ତାହା ପୂର୍ବରୁ 1881ରେ ସିଲିଗୁଡିରୁ ଦାର୍ଜିଲିଂ ଯାଏ ନେରୋ ଗଜ ଲାଇନ ରହିଥିଲା । 1926 ମସିହାରେ ପଦ୍ମା ନଦୀ ଉପରେ ହାରଡିଙ୍ଗ ବ୍ରିଜ ନିର୍ମାଣ ହେଲା ପରେ ବ୍ରଡ ଗଜ ଲାଇନ ସିଲିଗୁଡି ଯାଏ ହେଲା । ସ୍ୱାଧୀନତା ପରେ ଏହି କଲିକତା -ସିଲିଗୁଡି ଲାଇନର ମୁଖ୍ୟ ଅଂଶ ପୂର୍ବ ପାକିସ୍ଥାନ ( ବର୍ତ୍ତମାନ ବାଂଲାଦେଶ )ରେ ରହିଗଲା । [୧]
ସ୍ୱାଧୀନତା ପରେ ବରସୋଇ ଓ କିଷାନଗଞ୍ଜ ଦେଇ ବ୍ରଡ ଗଜ ଲାଇନନଥିବାରୁ 1949 ମସିହାରେ ନିଉ ସିଲିଗୁଡି ଜଙ୍କସନ ନିର୍ମିତ ହେଇ ସେଠାକୁ ବ୍ରଡ ଗଜ ଲାଇନ ଦିଆ ଗଲା । [୧]
References
[ସମ୍ପାଦନା]- ↑ ୧.୦ ୧.୧ Alastair Boobyer. "India: the complex history of the junctions at Siliguri and New Jalpaiguri". IRFCA. Retrieved 2011-12-10.