ସିଲଟ

ଉଇକିପିଡ଼ିଆ‌ରୁ
ସିଲଟ ସହ ଛୋଟ ତାରରେ ବନ୍ଧାହୋଇଥିବା ସ୍ପଞ୍ଜ

ସିଲଟ ଏକ ଛୋଟ ସମତଳ ବସ୍ତୁ । ଏହା ଲେଖିବା ପାଇଁ ମାଧ୍ୟମରୂପେ ବ୍ୟବହାର କରାଯାଏ । ଏଥିରେ ଥରେ ଲେଖିବା ପରେ ଲିଭାଇ ପୁଣି ଲେଖାଯାଇପାରେ ତେଣୁ ଶିକ୍ଷାରମ୍ଭ ସମୟରେ ପିଲାମାନେ ସିଲଟ ବ୍ୟବହାର କରିଥାନ୍ତି ।

ଗଠନ ଏବଂ ଲିଖନ ପ୍ରଣାଳୀ[ସମ୍ପାଦନା]

ସିଲଟ 'ସ୍ଲେଟ୍' ନାମକ ଏକ ପ୍ରକାର ପଥରରୁ ତିଆରି ହୋଇଥାଏ । ଏଥିରେ ଲେଖିବା ପାଇଁ ଖଡ଼ି ଆବଶ୍ୟକ ହୋଇଥାଏ । ଖଡ଼ି ମୁଖ୍ୟତଃ କାଲସିୟମ ସଲଫେଟ କିମ୍ବା କାଲସିୟମ କାର୍ବୋନେଟରେ ତିଆରି ହୋଇଥାଏ । ମାତ୍ର ଅଧୁନା ଜିପସମ ନାମକ ପଦାର୍ଥରୁ ଖଡ଼ି ତିଆରି ହେଉଅଛି ।[୧][୨] କାଠ କିମ୍ବା ପ୍ଲାଷ୍ଟିକରେ ସିଲଟର ଚାରିପଟ ବନ୍ଧେଇ ଦିଆଯାଇଥାଏ ।[୩] ନୂଆ ଲେଖିଶିଖୁଥିବା ପିଲାମାନଙ୍କୁ ସିଲଟରେ ଅକ୍ଷର ଅଭ୍ୟାସ କରିବାକୁ ସୁବିଧା ଲାଗେ, କାରଣ ଏହା ଏକ ପୁନଃବ୍ୟବହାରଯୋଗ୍ୟ ଲେଖିବା ଆଧାର । ଖଡ଼ିରେ ଲେଖିସାରି କପଡ଼ା କିମ୍ବା ସ୍ପଞ୍ଜରେ ଲିଭାଇଦେଲେ ସେହି ସିଲଟରେ ପୁଣିଥରେ ଲେଖିହୁଏ ।

ଆଧାର[ସମ୍ପାଦନା]

  1. "How chalk is made – material, making, used, processing, procedure, product, industry". www.madehow.com. Retrieved 31 March 2018.
  2. Corazza, M., Zauli, S., Pagnoni, A. and Virgili, A., 2012. Allergic contact dermatitis caused by metals in blackboard chalk: a case report. Acta dermato-venereologica, 92(4), pp.436–437.
  3. “Standard Sizes of Blackboard Slate”, U.S Department of Commerce: National Bureau of Standards (1966), 3

ଆହୁରି ଦେଖିପାରିବେ[ସମ୍ପାଦନା]

  • Davies, Peter (2005). "Writing Slates and Schooling". Australasian Historical Archaeology. 23: 63–69.
  • Pierpont, Robert N. (1987). "Slate Rooting". APT Bulletin. 19 (2): 10–23. JSTOR 1494158.
  • Standard Sizes of Blackboard Slate. U.S Department of Commerce, National Bureau of Standards. 1966.