ସିମ୍ବଲବାରା ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

ସିମ୍ବଲବାରା ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଶିର୍ମୌର  ଜିଲ୍ଲାରେ ଅବସ୍ଥିତ । ଏହି ଅଞ୍ଚଳ ଘଞ୍ଚ ଶାଲ ବଣରେ ପରିପୂର୍ଣ । ଏହି ସ୍ଥାନ ଦେଇ ଏକ ଚିରସ୍ରୋତା ଜଳଧାରା ପ୍ରବାହିତ ହେଇଥାଏ । ଏଠାରେସ୍ଥିତ ସିମ୍ବଲବାରା ଜଙ୍ଗଲ ରେସ୍ଟ ହାଉସ ପୁରୁବାଲା ଆଞ୍ଚଳ  ସହ ରାସ୍ତା ପଥଦ୍ୱାରା ସୁସଂଯୁକ୍ତ । ଏଠାରୁ ଉପତ୍ୟକାର ସୁନ୍ଦର ପ୍ରକୃତିକ ଦୃଶ୍ୟ ଦେଖାଯାଇଥାଏ । ଏହି ଅରଣ୍ୟରେ ଗୋରାଳ , ସମ୍ବର , ଚିତଳ ଆଦି ବନ୍ୟ ପ୍ରାଣୀ ବହୁ ସଂଖ୍ୟାରେ ଦୃଷ୍ଟିଗୋଚର ହେଇଥାନ୍ତି । ଜଙ୍ଗଲ ମଦ୍ୟ ଦେଇ ଚଲାପଥ ସବୁ ନିକଟବରତି ଅରଣ୍ୟ ସବୁକୁ ରହିଛି । ଅକ୍ଟୋବର - ନଭେମ୍ବର[୧] କାଳ ଏହାକୁ ପାରଦର୍ଶନ କରି ଯିବା ପାଇଁ ଉତ୍କୃଷ୍ଟ ସମୟ । ହିମାଚଳ ପ୍ରଦେଶର ପର୍ଯ୍ୟଟନ ଓ ଯାତ୍ରା ବିଭାଗ ଏହି ଅଭୟାରଣ୍ୟକୁ ତାହାର ପ୍ରକୃତିକ ସୋଭା ସହ ସଂରକ୍ଷଣ କରି ରଖିଛନ୍ତି ।[୨]  

ଯାତାୟତ [ସମ୍ପାଦନା]

  • ନିକଟତମ ବିମାନ ବନ୍ଦର -ଚଣ୍ଡୀଗଡ଼ (87 କିଲୋମିଟର )
  • ନିକଟତମ ରେଳ ଷ୍ଟେସନ -ଅମ୍ବାଲା କଣ୍ଟ(63 କିଲୋମିଟର )
  • ରାସ୍ତାଦ୍ୱାରା ଏହି ଅରଣ୍ୟ ସହ ଅନେକ ସହର ସହ ଯୋଗାଯୋଗ ରହିଛି .
  • ।ନିକଟତମ ଗ୍ରାମ -ପଲ୍ହୋରୀ

ଆଧାର [ସମ୍ପାଦନା]

  1. Himachal Tourism Dep.
  2. "Simbalbara sanctuary @surfindia.com". Archived from the original on 2007-09-27. Retrieved 2016-11-30.

ବାହାର ଲିଙ୍କ [ସମ୍ପାଦନା]