ସିମୋନେଟା ସୋମାରୁଗା
ଦେଖଣା
Simonetta Sommaruga | |
---|---|
President of Switzerland | |
କାର୍ଯ୍ୟକାଳ 1 January 2015 – 31 December 2015 | |
Vice President | Johann Schneider-Ammann |
ପୂର୍ବ ଅଧିକାରୀ | Didier Burkhalter |
ପର ଅଧିକାରୀ | Johann Schneider-Ammann |
Vice President of Switzerland | |
କାର୍ଯ୍ୟକାଳ 1 January 2014 – 31 December 2014 | |
ରାଷ୍ଟ୍ରପତି | Didier Burkhalter |
ପୂର୍ବ ଅଧିକାରୀ | Didier Burkhalter |
ପର ଅଧିକାରୀ | Johann Schneider-Ammann |
Head of the Department of Justice and Police | |
Assumed office 1 November 2010 | |
ପୂର୍ବ ଅଧିକାରୀ | Eveline Widmer-Schlumpf |
Member of the Swiss Federal Council | |
Assumed office 1 November 2010 | |
ପୂର୍ବ ଅଧିକାରୀ | Moritz Leuenberger |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Zug, Switzerland | ୧୪ ମଇ ୧୯୬୦
ରାଜନୀତିକ ଦଳ | Social Democratic Party |
ଜୀବନ ସାଥୀ | Lukas Hartmann |
ଶିକ୍ଷାନୁଷ୍ଠାନ | Lucerne University University of Fribourg |
ସିମୋନେଟା ସୋମାରୁଗା (ଜନ୍ମ୧୪ ମଇ,୧୯୬୦)[୧]ହେଉଛନ୍ତି social Democratic party of Switzerlandର ସ୍ୱିସ ରାଜନୈତିଜ୍ଞା।ସେ ସ୍ୱିସ ଫେଡେରାଲ୍ କାଉନ୍ସିଲର ଜଣେ ସଦସ୍ୟ,ସେ Federal department of Justice and policeର ମୁଖ୍ୟ ମଧ(ସ୍ୱିସ ପ୍ରତିରକ୍ଷା ମନ୍ତ୍ରୀ)।[୨] ।୨୦୧୪ରେ ସେ ସ୍ୱିସ କନଫିଡ଼ରେସନର ଉପ ସଭାପତି ଥିଲେ ଓ ପରେ ସଭାପତି ପଦବୀକୁ ଉପନୀତ ହୋଇଥିଲେ।
ଜୀବନୀ
[ସମ୍ପାଦନା]ବାଲ୍ୟ ଜୀବନ
[ସମ୍ପାଦନା]ସିନ୍ସ ଅରାଗାଉର ଜଗ୍ ସ୍ଥାନରେ ସେ ନିଜ ଦୁଇ ଭାଇ ଭଉଣୀଙ୍କ ସହ ବଢ଼ିଥିଲେ।ଛୋଟବେଳେ ସେ ବ୍ୟାୟାମଶାଳା ଯୋଗ ଦେଇଥିଲେ।ସେ ଲରେନ୍ସ ସଂଗୀତ ବିଦ୍ୟାଳୟରେ pianist ରୂପରେ ଶିକ୍ଷା ଗ୍ରହଣ କରିଥିଲେ।୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ ସେ ଫ୍ରିବର୍ଗ୍ ମହାବିଦ୍ୟାଳୟରେ ଇଂରାଜୀ ଓ ରୋମାନ୍ସ ପଢ଼ିଥିଲେ।
- ↑ ଛାଞ୍ଚ:Parlament.ch
- ↑ "Leuthard au DETEC, Widmer-Schlumpf aux finances". TSR Télévision Suisse Romande. SRG SSR. 27 September 2010. Retrieved 27 September 2010.