ସିମଳା ଚଣ୍ଡିଗଡ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Shimla Chandigarh Expressway
Route information
Length:120 km (୭୦ mi)
Major junctions
From:Chandigarh
To:Shimla
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ସିମଳା ଚଣ୍ଡୀଗଡ଼ ଏକ୍ସପ୍ରେସୱେ ଏକ ପ୍ରସ୍ତାବିତ ଏକ୍ସପ୍ରେସୱେ । ଏହାର ଦୈର୍ଘ୍ୟ 120 କିଲୋମିଟର[୧] ରହିବା ଓ ଏହା ଚଣ୍ଡୀଗଡ଼ରୁ ଶିମଳାକୁ ସଂଯୋଗ କରିବ ।ଏହି 4-ଏନ ବିଶିଷ୍ଟ ରାସ୍ତାରେ 11ଟି ଟନେଲ ରହି ଦୁରତ୍ୱକୁ 19 କିଲୋମିଟର କମ କରିବା । ତନେଲମାନଙ୍କର ସମୁଦାୟ ଦୈର୍ଘ୍ୟ 9.5 କିଲୋମିଟର ହେବ । ଦୁଇଟି ଦୀର୍ଘତମ ତନେଲ 2.27 କିଲୋମିଟର ଦୀର୍ଘ ରହିବ । ଏହାଦ୍ୱାରା ଯାତ୍ରା ସମୟରେ ବହୁତ ଫାଇଦା ହେବ । .[୨]

ଆଧାର [ସମ୍ପାଦନା]

  1. IANS, 17 Nov 2005, 09.51am IST (2005-11-17). "Chandigarh to Shimla in two hours - The Times of India". Timesofindia.indiatimes.com. Retrieved 2010-09-16.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  2. "The Tribune, Chandigarh, India - Himachal Pradesh". Tribuneindia.com. Retrieved 2010-09-16.