ସିବା ରାଜ୍ୟ
Siba State सिबा | |||||
Princely State | |||||
| |||||
History | |||||
• | Foundation of the state | 1450 | |||
• | 1/3rd part,Dadu-Siba jagir Annexed by the British Raj in 1849. Later on universally known as DadaSiba (Jagir ) | 1947 | |||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ସିବା ରାଜ୍ୟ, ବ୍ରିଟିଶ ଭାରତ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ହିମାଲୟର ପଦ ଦେଶରେ ଅବସ୍ଥିତ । ବର୍ତ୍ତମାନ ଏହା ହିମାଚଳପ୍ରଦେଶର କାଙ୍ଗରା ଜିଲାର ଦାଦାଶିବ ତହସିଲ ନାମରେ ପରିଚିତ ।ଏହି ରାଜ୍ୟ 1450 ମସିହାରେ ସ୍ଥାପିତ ହେଇଥିଲା । .[୧]
ଇତିହାସ
[ସମ୍ପାଦନା]1450 ମସିହାରେ ଗୁଲର ରାଜ୍ୟ ରାଜାଙ୍କ ଭାଇ ଶିବର୍ଣା ଚାନ୍ଦଙ୍କଦ୍ୱାରା ଏହି ରାଜ୍ୟ ସ୍ଥାପିତ ହେଇଥିଲା । ଏହିଉ ରାଜ୍ୟ ଗୁଲର ରାଜ୍ୟଦ୍ୱାରା 1808 ମଶିହାରେ ଗୁଲର ରାଜ୍ୟ ସହ ମିଶି ଯାଇଥିଲା । 1813 ମସିହାରେ ଏହା ଲାହୋରେର ଶିଖ ସମ୍ରାଟ ରଣଜୀତ ସିଂହଙ୍କଦ୍ୱାରା ଅଧିକୃତ ହେଇନଥିଲା ।ଏହାର ଏକ ଅଂଶ ରାଜା ଗିବିନ୍ଦ ସିଂହଙ୍କୁ ପ୍ରଦାନ କରାଯାଇଥିଲା । କିଛି ଅଞ୍ଚଳ ରାଜା ଗୋବିନ୍ଦ ସିଂହଙ୍କ ସମ୍ପର୍କିତ ଭ୍ରାତା ମିଆଁ ଦେବୀ ସିଂହଙ୍କ ଭରଣ ପୋଷଣ ପାଇଁ ଦିଆ ଯାଇଥିଲା । 1833 ମସିହାରେ ବ୍ରିଟିଶମାନେ ମୂଳ ରାଜାଙ୍କୁ ତାଙ୍କର ସମସ୍ତ ଅଞ୍ଚଳ ପ୍ରଦାନ କରିଥିଲେ । କିନ୍ତୁ ରାଜା ରାମ ସିଂହ ଅପୁତ୍ରିକ ରହି ମୃତ୍ୟୁ ବରଣ ଲରିବାରୁ ରାଜ୍ୟ ବ୍ରିଟିଶ ଅଧୀନକୁ ପୁଣି ଚାଲିଗଲା । r[୨]
ଶାସକ
[ସମ୍ପାଦନା]କଟୋଚ ଶିବାଇୟା ବଂଶର ଶାସକମାନେ ସିବା ରହୟ ଶାସମ କରୁଥିଲେ ଓ ସେମାନେ ନିଜକୁ ରାଜା ବୋଲାଉଥିଲେ । .[୩]
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Rajput dynasties
- Guler State
ଆଧାର
[ସମ୍ପାଦନା]- ↑ Mark Brentnall, ed.
- ↑ The Imperial Gazetteer of India.
- ↑ Princely states of India