ସିନ୍ଦୂର
Appearance
ସିନ୍ଦୁର ଏକ ନାଲି କିମ୍ବା ନାରଙ୍ଗୀ ରଙ୍ଗର ସୌନ୍ଦର୍ଯ୍ୟ ପ୍ରସାଧନ ହୋଇଥାଏ, ଯାହାକୁ ଭାରତୀୟ ଉପ ମହାଦ୍ୱୀପରେ ମହିଳାମାନେ ବ୍ୟବହାର କରନ୍ତି । ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ କିଛି ଅନ୍ୟ ସମୁଦାୟରେ ବିବାହିତ ସ୍ତ୍ରୀମାନେ ଏହାକୁ ନିଜ ମଥାରେ ଲଗାଇଥାନ୍ତି ।[୧] ଏହାର ପ୍ରୟୋଗ ଟିକିଲି ମାଧ୍ୟମରେ ହୋଇଥାଏ । ରାସାୟନିକ ଶାସ୍ତ୍ର ଦୃଷ୍ଟିରେ ସିନ୍ଦୁର ପ୍ରାୟତଃ ପାରଦ କିମ୍ବା ସୀସାର ରସାୟାନର ପଦାର୍ଥରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଏହାର ପ୍ରୟୋଗରେ ସାବଧାନତା ରଖାଯାଇଥାଏ ଏବଂ ଏହି ପଦାର୍ଥକୁ ପିଲାମାନଙ୍କଠାରୁ ଦୂରେଇ ରଖାଯାଏ ।[୨]
ଗ୍ୟାଲେରି
[ସମ୍ପାଦନା]-
ମହିଳା ସହିତ ସିନ୍ଦୁର
-
ହିନ୍ଦୁ ସମ୍ପ୍ରଦାୟର ବିବାହରେ ବ୍ୟବହାର ହେଉଥିବା ସିନ୍ଦୁର
-
ଦୁର୍ଗାପୂଜା ଅବସରରେ ସିନ୍ଦୁରରେ ଖେଳୁଥିବା ମହିଳା
-
ଦୁର୍ଗାପୂଜା ଅବସରରେ ସିନ୍ଦୁରରେ ଖେଳୁଥିବା ମହିଳା
-
ରାଜସ୍ଥାନର ଏକ ଦୋକାନରେ ବିକ୍ରୟ ହେଉଥିବା ସିନ୍ଦୁର
ଆଧାର
[ସମ୍ପାଦନା]- ↑ Susie J. Tharu, Ke Lalita (1993-04-01). Women Writing in India: The twentieth century (Volume 2 of Women Writing in India: 600 B.C. to the Present). Feminist Press, 1993. ISBN 978-1-55861-029-3. ... Sindoor is a red powder worn by married women in the parting of the hair ...
- ↑ Indian Academy of Pediatrics (1973). Indian pediatrics, Volume 10. Indian Academy of Pediatrics, 1973. ... Sindoor (vermilion), a red powder applied to the scalp, is often used by married Indian women, especially of an orthodox Hindu background. It may consist of red sulphide of mercury, or of red lead mixed with red synthetic dye ...