ସିନାକାଲସେଟ

ଉଇକିପିଡ଼ିଆ‌ରୁ
ସିନାକାଲସେଟ
Clinical data
Trade namesSensipar, Mimpara
AHFS/Drugs.commonograph
MedlinePlusa605004
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only) [୨]
  • UK: POM (Prescription only) [୩]
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability20 to 25%
increases if taken with food
Protein binding93 to 97%
MetabolismLiver (CYP3A4-, CYP2D6- and CYP1A2-mediated)
Elimination half-life30 to 40 hours
ExcretionKidney (80%) and fecal (15%)
Identifiers
  • (R)-N-[1-(1-naphthyl)ethyl]-3-
    [3-(trifluoromethyl)phenyl]propan-1-amine
ECHA InfoCard100.208.116 Edit this at Wikidata
Chemical and physical data
FormulaC22H22F3N
Molar mass୩୫୭.୪୨ g·mol−1
3D model (JSmol)
  • CC(C1=CC=CC2=CC=CC=C21)NCCCC3=CC(=CC=C3)C(F)(F)F
  • InChI=1S/C22H22F3N/c1-16(20-13-5-10-18-9-2-3-12-21(18)20)26-14-6-8-17-7-4-11-19(15-17)22(23,24)25/h2-5,7,9-13,15-16,26H,6,8,14H2,1H3/t16-/m1/s1 checkY
  • Key:VDHAWDNDOKGFTD-MRXNPFEDSA-N checkY
  (verify)

ସିନାକାଲସେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସେନ୍ସିପାର, ଏହା ଏକ ମାଧ୍ୟମ ଯାହାଦ୍ୱାରା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମ, ପାରାଥାଇରଏଡ କର୍କଟ ରୋଗ ଏବଂ ପ୍ରଥମିକ ହାଇପରପାରାଥାଇରଏଡିଜ୍ମ ରୋଗମାନଙ୍କର ଚିକିତ୍ସା କରାଯାଏ ।[୪] [୫] ଡାଏଲିସିସ ଆବଶ୍ୟକ ହେଉଥିବା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମରେ ଏହା ବ୍ୟବହୃତ ହୁଏ; ପାରାଥାଇରଏଡ୍ କର୍କଟ ରୋଗରେ ଏହା ଉଚ୍ଚ ରକ୍ତ କ୍ୟାଲସିୟମ ସ୍ତରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ଏହାକୁ ଖାଦ୍ୟ ସହିତ ପାଟିରେ ନିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇବାନ୍ତି ହୋଇପାରେ[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ପାକଅନ୍ତନଳୀରୁ ରକ୍ତସ୍ରାବ, କମ ରକ୍ତ କ୍ୟାଲସିୟମ୍ ସ୍ତର, ନିମ୍ନ ରକ୍ତଚାପ ଏବଂ ଆଡାଇନାମିକ ଅସ୍ଥି ରୋଗ ହୋଇପାରେ। [୪] କମ୍ ରକ୍ତ କ୍ୟାଲସିୟମ୍ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[୭] ଏହା ଏକ କାଲସିମାଇମେଟିକ୍ ଔଷଧ, ଅର୍ଥାତ୍ ଏହା ଶରୀରରେ କ୍ୟାଲସିୟମର କାର୍ଯ୍ୟକ୍ରମକୁ ଅନୁକରଣ କରେ ।[୫]

୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ସିନାକାଲସେଟ ବ୍ୟବ‌ହାର ଅନୁମୋଦିତ ହୋଇଥିଲା ।[୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୮] ଯୁକ୍ତରାଷ୍ଟ୍ରରେ ୩୦ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୭ ଡଲାର ଥିଲା ।[୮] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୪ ପାଉଣ୍ଡ ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Cinacalcet (Sensipar) Use During Pregnancy". Drugs.com. 19 July 2019. Archived from the original on 7 December 2019. Retrieved 24 December 2019.
  2. "Sensipar Tablets". NPS MedicineWise. 1 May 2018. Archived from the original on 7 December 2019. Retrieved 7 December 2019.
  3. "Mimpara 30 mg Film-coated Tablets - Summary of Product Characteristics (SmPC)". electronic medicines compendium (emc). 8 July 2019. Archived from the original on 7 December 2019. Retrieved 7 December 2019.
  4. ୪.୦ ୪.୧ ୪.୨ ୪.୩ "Sensipar- cinacalcet hydrochloride tablet, coated". DailyMed. 5 December 2019. Archived from the original on 25 September 2020. Retrieved 24 December 2019.
  5. ୫.୦ ୫.୧ ୫.୨ ୫.୩ ୫.୪ "Mimpara EPAR". European Medicines Agency (EMA). 22 August 2019. Archived from the original on 24 December 2019. Retrieved 23 December 2019. Text was copied from this source which is © European Medicines Agency. Reproduction is authorized provided the source is acknowledged.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1093. ISBN 978-0857114105.
  7. "Cinacalcet (Sensipar) Use During Pregnancy". Drugs.com (in ଇଂରାଜୀ). Archived from the original on 7 December 2019. Retrieved 5 January 2022.
  8. ୮.୦ ୮.୧ "Cinacalcet Prices and Cinacalcet Coupons - GoodRx". GoodRx. Retrieved 5 January 2022.