ସାଲେ-ୱାର୍କ ଜାଡ଼େ
ଦେଖଣା
ସାଲେ-ୱାର୍କ ଜାଡ଼େ | |
---|---|
ሳህለወርቅ ዘውዴ | |
୪ର୍ଥ ଇଥିଓପିଆର ରାଷ୍ଟ୍ରପତି | |
Assumed office ୨୫ ଅକ୍ଟୋବର ୨୦୧୮ | |
ପ୍ରଧାନ ମନ୍ତ୍ରୀ | ଆବି ଅହମଦ ଅଲ୍ଲୀ |
ପୂର୍ବ ଅଧିକାରୀ | ମୁଲାଟୁ ଟେସୋମ |
ଆଫ୍ରିକାନ ଇଉନିଅନ ପାଇଁ ମିଳିତ ଜାତିସଂଘର ଉପ ମହାସଚିବ | |
କାର୍ଯ୍ୟକାଳ ୨୭ ଜୁନ ୨୦୧୮ – ୨୫ ଅକ୍ଟୋବର ୨୦୧୮ | |
Appointed by | ଆଣ୍ଟୋନିଓ ଗୁଟେରେସ |
ପୂର୍ବ ଅଧିକାରୀ | ହେଲ ମେଙ୍କେରିଓଅସ |
ନାଇରୋବି ମିଳିତ ଜାତିସଂଘର ମହାପରିଚାଳକ | |
କାର୍ଯ୍ୟକାଳ ୨୦୧୧ – ୨୦୧୮ | |
Appointed by | ବାନ କି-ମୁନ ଆଣ୍ଟୋନିଓ ଗୁଟେରେସ |
ପୂର୍ବ ଅଧିକାରୀ | ଆଛିମ ଷ୍ଟେଇନର |
ପର ଅଧିକାରୀ | ହାନା ଟେଟେ |
ଫ୍ରାନ୍ସରେ ଇଥିଓପୀୟ ରାଷ୍ଟ୍ରଦୂତ, ଇଉନେସ୍କୋର ସ୍ଥାୟୀ ପ୍ରତିନିଧି ଓ ଟ୍ୟୁନିସିଆ ଏବଂ ମରୋକ୍କୋ ସହ ମାନ୍ୟତା ପ୍ରାପ୍ତ | |
କାର୍ଯ୍ୟକାଳ ୨୦୦୨ – ୨୦୦୬ | |
ଡିବୁଟିରେ ଇଥିଓପୀୟ ରାଷ୍ଟ୍ରଦୂତ ଓ ଆ.ଜି.ଏ.ଡି.ରେ ସ୍ଥାୟୀ ପ୍ରତିନିଧି | |
କାର୍ଯ୍ୟକାଳ ୧୯୯୩ – ୨୦୦୨ | |
ମାଲି, କେପ ଭର୍ଡ଼େ, ଗୁଏନା-ବିସଉ, ଗାମ୍ବିଆ ଓ ଗୁଏନା ପାଇଁ ମାନ୍ୟତାପ୍ରପ୍ତ ସେନେଗାଲରେ ଇଥିଓପୀୟ ରାଷ୍ଟ୍ରଦୂତ | |
କାର୍ଯ୍ୟକାଳ ୧୯୮୯ – ୧୯୯୩ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଡ଼ିସ ଆଡ଼ାବା, ଇଥିଓପିଆ | ୨୧ ଫେବୃଆରୀ ୧୯୫୦
ଶିକ୍ଷା | ମଣ୍ଟପେଲିଆର ବିଶ୍ୱବିଦ୍ୟାଳୟ |
ସାଲେ-ୱାର୍କ ଜାଡ଼େ (Amharic: ሳህለወርቅ ዘውዴ, ୨୧ ଫେବୃଆରୀ ୧୯୫୦) ଜଣେ ଇଥିଓପୀୟ ରାଷ୍ଟ୍ରଦୂତ ଓ ୪ର୍ଥ ଓ ବର୍ତ୍ତମାନର ରାଷ୍ଟ୍ରପତି ଓ ଏହି ପଦବୀରେ ଥିବା ପ୍ରଥମ ମହିଳା । ସେ ସଂଘୀୟ ସାଂସଦୀୟ ପରିଷଦଦ୍ୱାରା ୨୫ ଅକ୍ଟୋବର ୨୦୧୮ରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । [୧]
ଆଧାର
[ସମ୍ପାଦନା]- ↑ "Ethiopia gets first female president". BBC. 25 October 2018. Archived from the original on 25 October 2018. Retrieved 25 October 2018.