ସାଧ ବେଲୋ
ଦେଖଣା
ସାଧ ବେଲୋ (Sindhi: ساڌ ٻلو), ସିନ୍ଧୁ ନଦୀର ସୁକୁର ନିକଟରେ ଥିବା ପାକିସ୍ତାନର ଏକ ଦ୍ୱିପାଞ୍ଚଳ ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ସାଧ ବେଲୋ ମଧ୍ୟ ବାକୁର ଦ୍ୱିପ ତଳକୁ ରହିଥିବା ଏକ ଦ୍ୱିପ । ଏହି ଦ୍ୱିପକୁ ସାଧ ବେଲୋ ଓ ଦିନ ବେଲୋ ନାମକ 2ଟି ପଥ ରହିଛି । 183 ମସିହାର ମେପରେ ଏହା ରହିଥିବା ବେଳେ 1912 ମସିହାରେ ଏହାର ସର୍ଭେ ହେଇଥିଲା ।
ଜନସଂଖ୍ୟା
[ସମ୍ପାଦନା]ସାଧ ବେଲୋ ଓ ନିକଟବରତି ଅଞ୍ଚଳରେ ସିନ୍ଧି ଜାତିର ଲୋକମାନେ ବସବାସ କରିଥାନ୍ତି । ବେସୀ ସଂଖ୍ୟାରେ ମୁସ୍ଲିମ ଧର୍ମାବଲମ୍ବୀଙ୍କ ସହ ଅନେକ ହିନ୍ଦୁମାନେ ମଧ୍ୟ ସେଠାରେ ରହନ୍ତି ।
ହିନ୍ଦୁ ମନ୍ଦିର
[ସମ୍ପାଦନା]1823 ମସିହାରେ ସ୍ୱାମୀ ବଖଣ୍ଡି ମହାରାଜ ଉଦାଶିଙ୍କଦ୍ୱାରା ଏକ ହିନ୍ଦୁ ମନ୍ଦିର ସେଠାରେ ନିର୍ମିତ ହେଇଥିଲା । ତେବେ ଏଠାରେ ସୁନ୍ଦର ରଙ୍ଗରେ ଚିତ୍ରିତ ହେଇଥିବା ଅଉନର୍ନିର୍ମାଣ ଆଧୁନିକ ଯୁଗର । ସିନ୍ଧ ପ୍ରଦେଶ ଓ ଆଖପାଖ ଅଞ୍ଚଳର ହିନ୍ଦୁ ଲୋକଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ ତୀର୍ଥ ଓ ଭାରତରୁ ମଧ୍ୟ ଭକ୍ତମାନେ ସେଟାକୁ ଯାଉଥିଲେ । [୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- Hinduism in Pakistan
- Evacuee Trust Property Board
- Mankiala Stupa
- Hinduism in Pakistan
- Hinglaj Mata
- Katasraj temple
- Kalat Kali Temple
- Multan Sun Temple
- Prahladpuri Temple, Multan
- Shivaharkaray
- Shiv Mandir, Umerkot
- Shri Varun Dev Mandir
- Tilla Jogian
ଆଧାର
[ସମ୍ପାଦନା]- ↑ "SUKKUR: Indian pilgrims worship at Sadh Belo, Arore Temple". www.dawn.com. 2006-12-07. Retrieved 2015-12-27.