ସାଦିୟା ଇସଲାମ ମୌ
ସାଦିୟା ଇସଲାମ ମୌ | |
---|---|
ଫାଇଲ:Sadia Mou.jpg | |
ଜନ୍ମ | |
ବୃତ୍ତି | ମଡେଲ୍, ଅଭିନେତ୍ରୀ, ନର୍ତ୍ତକୀ |
ସକ୍ରିୟ ବର୍ଷ | ୧୯୮୯ – ଏବେଯାଏଁ |
ଜୀବନସାଥୀ | ଜାହିଦ୍ ହାସନ |
ସନ୍ତାନ | ୨ |
ସାଦିୟା ଇସଲାମ ମୌ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନରେ କାମ କରନ୍ତି ।[୧][୨] ସେ ମୁଖ୍ୟତଃ ମୌ ଭାବରେ ପରିଚିତ । ୯୦ ଦଶକରେ ସେ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ ।
ଅଭିନୟ ଜୀବନ[ସମ୍ପାଦନା]
ମୌ ୧୯୮୯ ମସିହାରେ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବିଜ୍ଞାପନ ଥିଲା ମାଉଣ୍ଟ ସାମ୍ପୁ ।[୧] ଏହାପରେ ୧୯୯୪ ମସିହାରେ ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ଅଭିମାନେ ଅନୁଭବେ ।[୧] ୨୦୧୮ ମସିହାରେ ସେ ଲକ୍ସ ସୁପରଷ୍ଟାର କାର୍ଯ୍ୟକ୍ରମର ବିଚାରପତି ଥିଲେ ।
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ମୌ ବଙ୍ଗଳାଦେଶୀ ଅଭିନେତା ଓ ନିର୍ଦ୍ଦେଶକ ଜାହିଦ ହାସନଙ୍କୁ ବିବାହ କରିଛନ୍ତି ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।[୧]
ଅଭିନୀତ ଧାରାବାହିକ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ "A new role for Mou". The Daily Star. 2010-08-22. Retrieved 2018-08-17.
- ↑ "Mou's upcoming Eid play". The Daily Star. 22 August 2014. Retrieved 7 December 2015.
- ↑ "Zahid Hasan takes time off on his birthday". The Daily Star (in ଇଂରାଜୀ). 2013-10-04. Retrieved 2018-08-17.
- ↑ "Mou's upcoming Eid play". The Daily Star (in ଇଂରାଜୀ). 2014-08-22. Retrieved 2018-08-17.
- ↑ ୫.୦ ୫.୧ "Limelight shines bright for Mou". The Daily Star (in ଇଂରାଜୀ). 2018-08-17. Retrieved 2018-08-17.
ବାହାର ଆଦାହର[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ସାଦିୟା ଇସଲାମ ମୌ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ Sadia Islam Mou