Jump to content

ସାଇଲାନା ରାଜ୍ୟ

ଉଇକିପିଡ଼ିଆ‌ରୁ
ସାଇଲାନା ରାଜ୍ୟ
सैलाना रियासत
Princely State
1736–1948
Flag Coat of arms
Flag Coat of arms
Location of Sailana
Location of Sailana
Sailana State in the Imperial Gazetteer of India
History
  Established 1736
  Independence of India 1948
Area
  1941 ୭୬୯ km2 (୨୯୭ sq mi)
Population
  1941 ୩୫,୦୦୦ 
Density ୪୫.୫ /km2  (୧୧୭.୯ /sq mi)
Sailana (Princely State)

ସାଇଲାନା ରାଜ୍ୟ ବ୍ରିଟିଶ ରାଜୁତି ସମୟରେ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । [] ଏହାର ଆୟତନ 769 ବର୍ଗ କିଲୋମିଟର ଥିବା ବେଳେ ଏହା ଏକଦା ମାଲବା ଏଜେନ୍ସି ଅଧୀନରେ ଥିଲା । ଏହାର ଅଞ୍ଚଳ ସବୁ ରତଲାମ ରାଜ୍ୟର ଅଞ୍ଚଳ ସହ ମିଶି ଯାଏ । 

ଇତିହାସ 

[ସମ୍ପାଦନା]

ରତଲାମ ରାଜ୍ୟର ରାଜା ରତନ ସିଂହଙ୍କ ପ୍ରପୌତ୍ର ଜୟ ସିଂହ ଏହି ରାଜ୍ୟ ରତଲାମ ରାଜ୍ୟର ଅଞ୍ଚଳ ନେଇ 1736 ମସିହାରେ ସ୍ଥାପନ କରିଥିଲେ । ଜୟା ସିଂହଙ୍କ ପିତାଙ୍କୁ ତାଙ୍କ କକା ହତ୍ୟା କରିଥିଲେ । ଜୟ ସିଂହ ତାଙ୍କ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ତାଙ୍କ କାକାଙ୍କୁ ସଗୋଡେ ନାମକ ଅଞ୍ଚଳରେ ଯୁଦ୍ଧ କରି ହତ୍ୟା କରିଥିଲେ । ତାହା ପରେ ସେ ତାଙ୍କ ଭ୍ରାତାଙ୍କ ସହ ରାଜ୍ୟକୁ ଦୁଇ ଭାଗ କରି ଶାସନ କରୁଥିଲେ । ଜୟା ସିଂହଙ୍କ ରାଜଧାନୀ ପ୍ରଥମେ ରାଓଟି ଥିବା ବେଳେ ପରେ ସେ ସାଇଲାନା ସହର ସ୍ଥାପନ କରି ଏହାକୁ 1736 ମସିହାରେ ରାଜଧାନୀ କାଲେ । ଜୟା ସିଂହ ତାଙ୍କର ଜୀବନ କାଳରେ 22ଟି ଯୁଦ୍ଧ କରିଥିଲେ । ସେ ସାଇଲାନାକୁ ଏକ ମୁକ୍ତ ରାଜ୍ୟ କରିଥିଲେ ।[]  କିନ୍ତୁ 1819 ମସିହାରେ ସାଇଲାନା ବ୍ରିଟିଶ ଅଧୀନ ରାଜ୍ୟ ହେଇଗଲା । ଏହା 1948 ମସିହାରେ ଭାରତୀୟ ରାଜ୍ୟ ସମୂହ ସହ  ମିଶ୍ରଣ ହେଲା । .[]

ଶାସକ 

[ସମ୍ପାଦନା]

ସାଇଲାନାର ଶାସକମାନେ ରାଠୋର ରାଜପୁତ ଥିଲେ । 

ପୁନଶ୍ଚ ପଠନ 

[ସମ୍ପାଦନା]
  • List of Rajput dynasties and states
  • Malwa Agency

ଆଧାର 

[ସମ୍ପାଦନା]
  1. 1 2 Imperial Gazetteer of India. Vol. Vol.21. Oxford: Clarendon Press. 1908. pp. 385–7. {{cite book}}: |volume= has extra text (help)
  2. Princely States of India

ବାହାର ଲିଙ୍କ 

[ସମ୍ପାଦନା]