Jump to content

ସଲମନ ରସଦି

ଉଇକିପିଡ଼ିଆ‌ରୁ

Salman Rushdie

ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।
Rushdie in 2018
Rushdie in 2018
ଜନ୍ମ ଓ ଜନ୍ମସ୍ଥାନAhmed Salman Rushdie
(1947-06-19) ୧୯ ଜୁନ ୧୯୪୭ (ବୟସ ୭୯)
Bombay, British India (now Mumbai, India)
ବୃତ୍ତି
  • Writer
  • professor
ନାଗରିକତା
  • United Kingdom
  • United States (since 2016)
ଶିକ୍ଷାKing's College, Cambridge (BA)
ଶୈଳୀ
ବିଷୟ
ସାହିତ୍ୟ କୃତି
ପୁରସ୍କାର
ଜୀବନସାଥୀ
Clarissa Luard
​
​
(m. ୧୯୭୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)​
​
​
(m. ୧୯୮୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)​
Elizabeth West
​
​
(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)​
​
​
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)​
ସନ୍ତାନ2
ସମ୍ପର୍କୀୟNatalie Rushdie (daughter-in-law)

ଦସ୍ତଖତଫାଇଲ:Rushdie signature.svg
ୱେବସାଇଟ
salmanrushdie.com

ସଲମନ ରସଦି[୧](ଜନ୍ମ ୧୯ 19 ଜୁନ ୧୯୪୭) ଜଣେ ଭାରତରେ ଜନ୍ମିତ ବ୍ରିଟିଶ-ଆମେରିକାନ ଉପନ୍ୟାସକାର ।[୨] ତାଙ୍କ ଲେଖାରେ ଐତିହାସିକ ଗଳ୍ପ ଥାଏ ଯାହା ଭାରତୀୟ ପୃଷ୍ଠଭୂମିରେ ଲେଖାଥାଏ ।

ରସଦିଙ୍କର ଦ୍ୱିତୀୟ ଉପନ୍ୟାସ ମିଡନାଇଟସ ଚିଲଡ୍ରେନ ୧୯୮୧ ମସିହାରେ ବୁକର ପୁରସ୍କାର (Booker Prize ପାଇଥିଲା । ୧୯୮୧ ମସିହାରେ ଏହା ସମସ୍ତ ବିଜେତାଙ୍କ ଅପେକ୍ଷା ଦୁଇ ଥର ଶ୍ରେଷ୍ଠ ଉପନ୍ୟାସ ବିବେଚିତ ହୋଇଥିଲା । ତାଙ୍କର ଚତୁର୍ଥ ଉପନ୍ୟାସ ଦି ସାଟାନିକ ଭରଶେଷ (The Satanic Verses )(୧୯୮୮), ଅନେକ ବିବାଦାସ୍ପଦ ହୋଇଥିଲା । ଏଥିରେ ବାକ ସ୍ବାଧୀନତା ଓ ରାଜନୈତିକ ହିଂସା ବିଷୟ ବିରୋଧାତ୍ମକ ହୋଇଥିଲା । ତାଙ୍କ ବିରୁଦ୍ଧରେ ରୁହୋଲା ଖୋମିନି (Ruhollah Khomeini) ୧୯୮୯ ମସିହାରେ ଫତୱା ବା ମୃତ୍ୟୁ ପରୱାନା (fatwa) ଜାରି କରିଥିଲେ । ଏଠି ନିମନ୍ତେ ବ୍ରିଟିଶ ସରକାର ପୋଲିସ ବଳ ସହିତ ତାଙ୍କୁ ଲୁକ୍କାୟିତ କରି ରଖିଥିଲେ ।.[୩] ତାରିଖ ୧୨ ଅଗାଷ୍ଟ ୨୦୨୨ ଦିନ ଚଉତାକାରେ (New York) ବକ୍ତୃତା ଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀରେ ଆଘାତ କରିଥିଲା ଯାହା ଫଳରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ ହୋଇଥିଲା । [୪]


ପୁରସ୍କାର, ସମ୍ମାନ ଓ ପରିଚୟ

[ସମ୍ପାଦନା]

ସଲମନଙ୍କୁ ମିଳିଥିବା ଅନେକ ସମ୍ମାନ ମଧ୍ୟରୁ ସାହିତ୍ୟ ନିମନ୍ତେ ୟୁରୋପିଆନ ୟୁନିଅନର ଆର୍ଟିଜାନ ପୁରସ୍କାର (Aristeion Prize), ଜର୍ମାନୀର ରାଇଟର ଅଫ ଦି ଇଅର , ଇଟାଲିର ପ୍ରିମିଅର ଗ୍ରିଞ୍ଜେନ କାଭୋର (Premio Grinzane Cavour) ଇତ୍ୟାଦି ଅନେକ ସମ୍ମାନ ପାଇଥିଲେ ।[୫]

ସେ ୧୯୮୩ ମସିହାରେ ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ ।[୬] ତାଙ୍କୁ ୨୦୦୭ ମସିହାରେ ସାହିତ୍ୟର ସେବା ନିମନ୍ତେ ତାଙ୍କୁ ନାଇଟହୁଡ (ସାର) ପ୍ରଦାନ କରାଯାଇଥିଲା ।[୭] ମାଗାଜିନ ପକ୍ଷରୁ ୧୯୪୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ୫୦ ଜଣ କୃତୀ ସାହିତ୍ୟିକ ମଧ୍ୟରୁ ତାଙ୍କୁ ୧୩ ତମ କ୍ରମ ଦିଆଯାଇଥିଲା । [୮] ରସଦି ୨୦୦୦ ମସିହାରୁ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି । ସନ ୨୦୧୫ରେ ଆର୍ଥର ଏଲ କାର୍ଟର ଜର୍ଣାଲିଜ୍ମ ଇନଷ୍ଟିଚ୍ୟୁଟ ଅଫ ନିୟୁ ୟୋର୍କ ୟୁନିଭରସିଟି ପକ୍ଷରୁ ତାଙ୍କୁ ଉଲ୍ଲେଖନୀୟ ଲେଖକ ସମ୍ମାନ ଦିଆଯାଇଥିଲା ।[୯]


  1. ↑ Pointon, Graham (ed.): BBC Pronouncing Dictionary of British Names, second edition. Oxford Paperbacks, 1990.
  2. ↑ Taseer, Aatish (2 August 2019). "'That the world that you knew, and that in a way made you – that world vanishes. I don't think I'm alone in that,' says Salman Rushdie". openthemagazine.com. Open. Archived from the original on 5 August 2019. Retrieved 5 August 2019.
  3. ↑ "'The Satanic Verses' author Salman Rushdie on ventilator after New York stabbing". Fortune. Retrieved 15 August 2022. The death threats and bounty led Rushdie to go into hiding under a British government protection program, which included a round-the-clock armed guard
  4. ↑ Gelles, David; Root, Jay; Harris, Elizabeth (12 August 2022). "Live Updates: Salman Rushdie Is Stabbed During Speech in Western New York". The New York Times. Retrieved 12 August 2022.
  5. ↑ Martyris, Nina (20 July 2008). "One more bouquet for Saleem Sinai". The Times of India. Archived from the original on 12 January 2009. Retrieved 7 November 2008.
  6. ↑ "Rushdie to Receive Top Literary Award Archived 5 May 2012 at the Wayback Machine.." Chicago Tribune. 7 January 1999. Retrieved 26 March 2012.
  7. ↑ "Birthday Honours List – United Kingdom." The London Gazette 58358(1):B1. 16 June 2007. Retrieved 26 March 2012. Archived 16 January 2013 at the Wayback Machine.
  8. ↑ "The 50 Greatest British Writers Since 1945". Archived 19 February 2020 at the Wayback Machine. The Times, 5 January 2008. Retrieved 1 January 2010. Subscription required.
  9. ↑ "Distinguished Professionals in Residence". Archived from the original on 5 April 2017. Retrieved 4 April 2017.