Jump to content

ସଲମନ ରସଦି

ଉଇକିପିଡ଼ିଆ‌ରୁ

Salman Rushdie

ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।
Rushdie in 2018
Rushdie in 2018
ଜନ୍ମ ଓ ଜନ୍ମସ୍ଥାନAhmed Salman Rushdie
(1947-06-19) ୧୯ ଜୁନ ୧୯୪୭ (ବୟସ ୭୭)
Bombay, British India (now Mumbai, India)
ବୃତ୍ତି
  • Writer
  • professor
ନାଗରିକତା
  • United Kingdom
  • United States (since 2016)
ଶିକ୍ଷାKing's College, Cambridge (BA)
ଶୈଳୀ
ବିଷୟ
ସାହିତ୍ୟ କୃତି
ପୁରସ୍କାର
ଜୀବନସାଥୀ
Clarissa Luard
(m. ୧୯୭୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
(m. ୧୯୮୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elizabeth West
(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ2
ସମ୍ପର୍କୀୟNatalie Rushdie (daughter-in-law)

ଦସ୍ତଖତଫାଇଲ:Rushdie signature.svg
ୱେବସାଇଟ
salmanrushdie.com

ସଲମନ ରସଦି[](ଜନ୍ମ ୧୯ 19 ଜୁନ ୧୯୪୭) ଜଣେ ଭାରତରେ ଜନ୍ମିତ ବ୍ରିଟିଶ-ଆମେରିକାନ ଉପନ୍ୟାସକାର ।[] ତାଙ୍କ ଲେଖାରେ ଐତିହାସିକ ଗଳ୍ପ ଥାଏ ଯାହା ଭାରତୀୟ ପୃଷ୍ଠଭୂମିରେ ଲେଖାଥାଏ ।

ରସଦିଙ୍କର ଦ୍ୱିତୀୟ ଉପନ୍ୟାସ ମିଡନାଇଟସ ଚିଲଡ୍ରେନ ୧୯୮୧ ମସିହାରେ ବୁକର ପୁରସ୍କାର (Booker Prize ପାଇଥିଲା । ୧୯୮୧ ମସିହାରେ ଏହା ସମସ୍ତ ବିଜେତାଙ୍କ ଅପେକ୍ଷା ଦୁଇ ଥର ଶ୍ରେଷ୍ଠ ଉପନ୍ୟାସ ବିବେଚିତ ହୋଇଥିଲା । ତାଙ୍କର ଚତୁର୍ଥ ଉପନ୍ୟାସ ଦି ସାଟାନିକ ଭରଶେଷ (The Satanic Verses )(୧୯୮୮), ଅନେକ ବିବାଦାସ୍ପଦ ହୋଇଥିଲା । ଏଥିରେ ବାକ ସ୍ବାଧୀନତା ଓ ରାଜନୈତିକ ହିଂସା ବିଷୟ ବିରୋଧାତ୍ମକ ହୋଇଥିଲା । ତାଙ୍କ ବିରୁଦ୍ଧରେ ରୁହୋଲା ଖୋମିନି (Ruhollah Khomeini) ୧୯୮୯ ମସିହାରେ ଫତୱା ବା ମୃତ୍ୟୁ ପରୱାନା (fatwa) ଜାରି କରିଥିଲେ । ଏଠି ନିମନ୍ତେ ବ୍ରିଟିଶ ସରକାର ପୋଲିସ ବଳ ସହିତ ତାଙ୍କୁ ଲୁକ୍କାୟିତ କରି ରଖିଥିଲେ ।.[] ତାରିଖ ୧୨ ଅଗାଷ୍ଟ ୨୦୨୨ ଦିନ ଚଉତାକାରେ (New York) ବକ୍ତୃତା ଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀରେ ଆଘାତ କରିଥିଲା ଯାହା ଫଳରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ ହୋଇଥିଲା । []


ପୁରସ୍କାର, ସମ୍ମାନ ଓ ପରିଚୟ

[ସମ୍ପାଦନା]

ସଲମନଙ୍କୁ ମିଳିଥିବା ଅନେକ ସମ୍ମାନ ମଧ୍ୟରୁ ସାହିତ୍ୟ ନିମନ୍ତେ ୟୁରୋପିଆନ ୟୁନିଅନର ଆର୍ଟିଜାନ ପୁରସ୍କାର (Aristeion Prize), ଜର୍ମାନୀର ରାଇଟର ଅଫ ଦି ଇଅର , ଇଟାଲିର ପ୍ରିମିଅର ଗ୍ରିଞ୍ଜେନ କାଭୋର (Premio Grinzane Cavour) ଇତ୍ୟାଦି ଅନେକ ସମ୍ମାନ ପାଇଥିଲେ ।[]

ସେ ୧୯୮୩ ମସିହାରେ ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ ।[] ତାଙ୍କୁ ୨୦୦୭ ମସିହାରେ ସାହିତ୍ୟର ସେବା ନିମନ୍ତେ ତାଙ୍କୁ ନାଇଟହୁଡ (ସାର) ପ୍ରଦାନ କରାଯାଇଥିଲା ।[] ମାଗାଜିନ ପକ୍ଷରୁ ୧୯୪୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ୫୦ ଜଣ କୃତୀ ସାହିତ୍ୟିକ ମଧ୍ୟରୁ ତାଙ୍କୁ ୧୩ ତମ କ୍ରମ ଦିଆଯାଇଥିଲା । [] ରସଦି ୨୦୦୦ ମସିହାରୁ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି । ସନ ୨୦୧୫ରେ ଆର୍ଥର ଏଲ କାର୍ଟର ଜର୍ଣାଲିଜ୍ମ ଇନଷ୍ଟିଚ୍ୟୁଟ ଅଫ ନିୟୁ ୟୋର୍କ ୟୁନିଭରସିଟି ପକ୍ଷରୁ ତାଙ୍କୁ ଉଲ୍ଲେଖନୀୟ ଲେଖକ ସମ୍ମାନ ଦିଆଯାଇଥିଲା ।[]


  1. Pointon, Graham (ed.): BBC Pronouncing Dictionary of British Names, second edition. Oxford Paperbacks, 1990.
  2. Taseer, Aatish (2 August 2019). "'That the world that you knew, and that in a way made you – that world vanishes. I don't think I'm alone in that,' says Salman Rushdie". openthemagazine.com. Open. Archived from the original on 5 August 2019. Retrieved 5 August 2019.
  3. "'The Satanic Verses' author Salman Rushdie on ventilator after New York stabbing". Fortune. Retrieved 15 August 2022. The death threats and bounty led Rushdie to go into hiding under a British government protection program, which included a round-the-clock armed guard
  4. Gelles, David; Root, Jay; Harris, Elizabeth (12 August 2022). "Live Updates: Salman Rushdie Is Stabbed During Speech in Western New York". The New York Times. Retrieved 12 August 2022.
  5. Martyris, Nina (20 July 2008). "One more bouquet for Saleem Sinai". The Times of India. Archived from the original on 12 January 2009. Retrieved 7 November 2008.
  6. "Rushdie to Receive Top Literary Award Archived 5 May 2012 at the Wayback Machine.." Chicago Tribune. 7 January 1999. Retrieved 26 March 2012.
  7. "Birthday Honours List – United Kingdom." The London Gazette 58358(1):B1. 16 June 2007. Retrieved 26 March 2012. Archived 16 January 2013 at the Wayback Machine.
  8. "The 50 Greatest British Writers Since 1945". Archived 19 February 2020 at the Wayback Machine. The Times, 5 January 2008. Retrieved 1 January 2010. Subscription required.
  9. "Distinguished Professionals in Residence". Archived from the original on 5 April 2017. Retrieved 4 April 2017.