ସରବଜୋତ ସିଂହ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ଜାତୀୟତା | ଭାରତୀୟ | |||||||||||||||||||||||||||||||||||||||||||||||||||||||||||
| ଜନ୍ମ | ୩୦ ସେପ୍ଟେମ୍ବର ୨୦୦୧ ଧିନା, ବରାରା, ହରିୟାଣା | |||||||||||||||||||||||||||||||||||||||||||||||||||||||||||
| ବୃତ୍ତି | ବନ୍ଧୁକ ଚାଳକ | |||||||||||||||||||||||||||||||||||||||||||||||||||||||||||
| Sport | ||||||||||||||||||||||||||||||||||||||||||||||||||||||||||||
| ଦେଶ | ଭାରତ | |||||||||||||||||||||||||||||||||||||||||||||||||||||||||||
| କ୍ରୀଡ଼ା | ବନ୍ଧୁକ ଚାଳନା (ସୁଟିଂ) | |||||||||||||||||||||||||||||||||||||||||||||||||||||||||||
| Event(s) | ୧୦ ମି ଏୟାର ପିସ୍ତଲ | |||||||||||||||||||||||||||||||||||||||||||||||||||||||||||
Medal record
| ||||||||||||||||||||||||||||||||||||||||||||||||||||||||||||
ସରବଜୋତ ସିଂହ ( ଜନ୍ମ : ୩୦ ସେପ୍ଟେମ୍ବର ୨୦୦୦) ଜଣେ ଭାରତୀୟ ସୁଟର । ସେ ୨୦୨୪ ଅଲିମ୍ପିକ୍ସରେ ୧୦ ମି ଏୟାର ପିସ୍ତଲ ମିକ୍ସଡ଼ ବିଭାଗରେ ମନୁ ଭାକରଙ୍କ ସହିତ ଏକାଠି ଖେଳି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[୧]
ଜୀବନୀ
[ସମ୍ପାଦନା]ସରବଜୋତ, ହରିୟାଣାର ବରାରା ବ୍ଲକର ଧିନାର ଗାଁର ବାସିନ୍ଦା । ତାଙ୍କ ଜନ୍ମ ୨୦୦୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ହୋଇଥିଲା । ତାଙ୍କ ପିତା ଜତିନ୍ଦର ସିଂହ ଜଣେ କୃଷକ । ସରବଜୋତ ଚଣ୍ଡିଗଡ଼ର ସେକ୍ଟର ୧୦ସ୍ଥିତ ଡିଏଭି କଲେଜରେ ପାଠ ପଢ଼ିଥିଲେ । ଅମ୍ବାଲାର ଏଆର ସୁଟିଂ ଏକାଡେମିରୁ ସେ ବନ୍ଧୁକଚାଳନା ଶିକ୍ଷା କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "ଇତିହାସ ରଚିଲେ ମନୁ". Kanak News. 30 July 2024. Retrieved 31 July 2024.
- ↑ Bureau, Sambad (31 July 2024). "ଅମ୍ବାଲାରୁ ଅଲିମ୍ପିକ୍ସ ପୋଡିୟମ୍: ସରବଜୋତଙ୍କ ନାଟକୀୟ ଯାତ୍ରା". Sambad. Retrieved 31 July 2024.
