ସବଅଙ୍ଗାଲ ହେମାଟୋମା

ଉଇକିପିଡ଼ିଆ‌ରୁ
Subungual hematoma
Runner's toe, tennis toe, skier's toe
Subungual hematoma of a toe
ବିଭାଗEmergency medicine
ଲକ୍ଷଣDiscoloration of nail, pain[୧]
ଅବଧିSeveral months[୨]
କାରଣInjury, tumor[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination[୩]
ସଠିକ ରୋଗ ନିର୍ଣ୍ଣୟMelanoma, naevus[୩]
ଚିକିତ୍ସାDrilling a small hole in the nail[୧]
PrognosisWhile grow out over few weeks[୧]
ପୁନଃପୌନିକCommon[୪]

ସବଅଙ୍ଗାଲ ହେମାଟୋମା: ଗୋଡ଼ ବା ହାତର ଆଙ୍ଗୁଠି ନ‌ଖ ତଳେ ରକ୍ତ ଜମିବାକୁ ଏହି ନାମ ଦିଆଯାଏ ।[୧] ଏହା ଯନ୍ତ୍ରଣାଦାୟକ ହୋଇପାରେ ଏବଂ ନଖ ରଙ୍ଗ ବଦଳି ଯାଇପାରେ ।[୧] ରୋଗ‌ଗ୍ରସ୍ତ ସ୍ଥାନରେ ହାଡ଼ ଭାଙ୍ଗିଗଲେ କିମ୍ବା ମାଲେଟ ଫିଙ୍ଗର ଯୋଗୁ ଆଘାତ ଜଟିଳ ହୋଇପାରେ ।[୧]

ସାଧାରଣତଃ ଆଙ୍ଗୁଠି ଟିପ ଉପରେ ସିଧାସଳଖ ଆଘାତ କିମ୍ବା ଛେଚି ହୋଇଗଲେ ଏହି ରୋଗ ହୁଏ ।[୧] ପୁନଃ‌ପୌନିକ ଆଘାତ, ଜୋତା ଫିଟ ନ ହେଲେ, କିଛି ଟ୍ୟୁମର୍ ଏବଂ ସ୍ପ୍ଲିଣ୍ଟର୍ ରକ୍ତସ୍ରାବ ଯୋଗୁ ଏହା ହୋଇପାରେ ।[୧] [୩] ବିପଦ କାରଣ ମଧ୍ୟରେ ଆଣ୍ଟିକୋଏଗୁଲାଣ୍ଟ (ରକ୍ତ ପତଳା) ଯୋଗୁ ମଧ୍ୟ ଏହା ହୋଇପାରେ।[୨]

ଆଘାତ ହେତୁ ଯନ୍ତ୍ରଣାଦାୟକ ରୋଗର ଚିକିତ୍ସା ହେଉଛି ନଖରେ ଏକ ଛୋଟ ଛିଦ୍ର ଖୋଳିବାକୁ ହୁଏ ।[୧] ଏକ ୧୮ ଇଞ୍ଚ ଗେଜ ଛୁଞ୍ଚିକୁ ଘୂର୍ଣ୍ଣନ କରି ଭିତରକୁ ଭର୍ତ୍ତି କରାଯାଇପାରିବ ।[୧] ଯନ୍ତ୍ରଣା ଉପଶମ ପାଇଁ ଏକ ଡିଜିଟାଲ୍ ବ୍ଲକ୍ କରାଯାଇପାରେ, କିନ୍ତୁ ସାଧାରଣତଃ ଏହା ଆବଶ୍ୟକ ହୁଏନି । [୧] ଆଣ୍ଟିବାୟୋଟିକ୍ ସାଧାରଣଃତଃ ଆବଶ୍ୟକ ହୁଏ ନାହିଁ ।[୧] ରୋଗ ଜଟିଳ ହେଲେ ଲୋକମାନେ ନଖ ହରାଇ ପାରନ୍ତି | [୧] ଏହି ଆଘାତ ପ୍ରାୟ ହୁଏ । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Pingel, C; McDowell, C (January 2021). "Subungual Hematoma Drainage". PMID 29494114. {{cite journal}}: Cite journal requires |journal= (help)
  2. ୨.୦ ୨.୧ Tosti, Antonella (27 March 2018). Nail Disorders (in ଇଂରାଜୀ). Elsevier Health Sciences. p. 53. ISBN 978-0-323-54434-4. Archived from the original on 29 August 2021. Retrieved 12 July 2021.
  3. ୩.୦ ୩.୧ ୩.୨ "Subungual haemorrhage | DermNet NZ". dermnetnz.org (in ଇଂରାଜୀ). Archived from the original on 7 May 2021. Retrieved 12 July 2021.
  4. ୪.୦ ୪.୧ Baran, Robert; Hadj-Rabia, Smail; Silverman, Robert (26 October 2016). Pediatric Nail Disorders (in ଇଂରାଜୀ). CRC Press. p. PT386. ISBN 978-1-4987-2047-2. Archived from the original on 29 August 2021. Retrieved 12 July 2021.