ସନ୍ଦୀପ କୁମାର

ଉଇକିପିଡ଼ିଆ‌ରୁ

ସନ୍ଦୀପ କୁମାର
Sandeep Kumar in 2013
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1986-05-01) ୧ ମଇ ୧୯୮୬ (ବୟସ ୩୭)
Sport
ଦେଶ India
କ୍ରୀଡ଼ାTrack and field
Event(s)racewalking
Updated on ୨୯ ଅଗଷ୍ଟ ୨୦୧୫.

ସନ୍ଦୀପ କୁମାର (ଜନ୍ମ 1 ମଇ 1986) ଜଣେ ପୁରୁଷ ଦୌଡ଼ ଚାଳକ ଅଟନ୍ତି । ସେ ଚାଇନର ବେଇଜିଙ୍ଗରେ 2015 ୱାର୍ଲଡ ଚମ୍ପିୟାନ ସିପ ଆଥେଲେଟିକ୍ସରେ 50 କିଲୋମିଟର ୱାଲ୍କ ଇଭେଣ୍ଟ ପୂରଣ କରିଥିଲେ । ସେ 2016 ରିଓ ଓଲିଓମ୍ପିକରେ ଯୋଗଦାନ କରିଥିଲେ । ସେ 34 ମେମ୍ବରଙ୍କ ପରେ 4:07:55 ସେକେଣ୍ଡରେ 50 କିଲୋମିଟର ଦୌଡ଼ ପୂରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. "Men's 50 kilometres walk heats results" (PDF). IAAF. Retrieved 29 ଅଗଷ୍ଟ 2015.