ସତୀଶ ଶିବଲିଙ୍ଗମ

ଉଇକିପିଡ଼ିଆ‌ରୁ
ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଭାରୋତ୍ତୋଳନ ପାଇଁ ସତୀଶ କୁମାର ସିଭାଲିଙ୍ଗମଙ୍କୁ 2015-ବର୍ଷ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରୁଛନ୍ତି।
ବ୍ୟକ୍ତିଗତ ତଥ୍ୟ
ଜାତୀୟତାIndian
ଜନ୍ମ (1992-06-23) ୨୩ ଜୁନ ୧୯୯୨ (ବୟସ ୩୧)
Vellore, Tamil Nadu, India
ଉଚ୍ଚତା1.75 m (5 ft 9 in) (2014)
ଓଜନ76 kg (168 lb) (2014)
Sport
ଦେଶ ଭାରତ
କ୍ରୀଡ଼ାWeightlifting
Event(s)77 kg
Medal record
Men's weightlifting
Competitor for  ଭାରତ
Commonwealth Games
Gold 2014 Glasgow 77 kg
Updated on 28 July 2014.

ସତୀଶ ଶିବଲିଙ୍ଗମ ([Sathish Sivalingam] Error: {{Lang-xx}}: text has italic markup (help)) (ଜନ୍ମ 23 ଜୁନ 1992) ଜଣେ ଭାରତୀୟ ଭାରତ୍ତୋଲନ ବ୍ୟାୟମର ଖେଳାଳୀ ଅଟନ୍ତି । ସେ 2014 ମସିହାର ରାଷ୍ଟ୍ରମଣ୍ଡଳ ଖେଳରେ 77 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଯାହା ଗ୍ଲେସଗୋ, ସ୍କଟଲ୍ୟାଣ୍ଡରେ ଆୟୋଜିତ କରାଯାଇଥିଲା ।[୧]

ଜୀବନ[ସମ୍ପାଦନା]

ସତୀଶ ଶିବଲିଙ୍ଗମଙ୍କ ଜନ୍ମ ତାମିଲନାଡୁର ବେଲ୍ଲୋର ଜିଲ୍ଲାର ସତୁବିଚାର ଗ୍ରାମରେ ହୋଇଥିଲା । ତାଙ୍କ ପିତା ଜଣେ ପୂର୍ବତନ ଚାକିରିଆ ଥିଲେ ଏବଂ ବର୍ତ୍ତମାନ ଯିଏ ଭିଆଇଟି ୟୁନିଭାରସିଟିରେ ସିକ୍ୟୁରିଟ ଗାର୍ଡ ତରଫରୁ ନ୍ୟାସନାଲ ଲିଭାଲରେ ଗୋଲ୍ଡ ମେଡାଲ ଜିତିଥିଲେ ।[୨][୩]

सन्दर्भ[ସମ୍ପାଦନା]

  1. "Glasgow 2014 - Men's 77kg Group A". Glasgow 2014. Archived from the original on 2014-08-09. Retrieved 17 ଅଗଷ୍ଟ 2016.
  2. "Vellore Lad Follows Dad's Lead, Keeps Up Pride of Family". The New Indian Express. 29 July 2014. Archived from the original on 14 August 2014. Retrieved 29 July 2014.
  3. "Winning CWG gold is life's turning point: Satish Kumar Sivalingam". Times of India. 28 July 2014. Retrieved 17 ଅଗଷ୍ଟ 2016.