ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ
ଦେଖଣା
ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ | |
---|---|
IUCN Category IV (Habitat/Species Management Area) | |
Location within West Bengal | |
ଅବସ୍ଥାନ | West Bengal, India |
କ୍ଷେତ୍ରଫଳ | 362 km2 (140 sq mi) |
ସ୍ଥାପିତ | 1976 |
Official website |
ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ୨୪ ପରଗଣା ଜିଲ୍ଲାର ସୁନ୍ଦରବନ ଡେଲ୍ଟା ଅଞ୍ଚଳରେ ଥିବା ଏକ ବନ୍ୟ ପ୍ରାଣୀ ଅଭୟାରଣ୍ୟ । ଏହାର ଆୟତନ ୩୬୨ ବର୍ଗ କିଲୋମିଟର । ଏହା ମୁଖ୍ଯତଃ ଆର୍ଦ୍ରଭୂମି , ସନ୍ତସନ୍ତିଆ ବୁଦା ଅରଣ୍ୟ ସହ ଘଞ୍ଚ ଅରଣ୍ୟରେ ପରିପୂର୍ଣ । ୧୯୭୬ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ଏଠାରେ ବିଭିନ୍ନ ଜାତୀୟ ପକ୍ଷୀ , ବାଘ , ଜଙ୍ଗଲି ବୋଆର , ସଂଭର , ଅଲିଭ ରିଡଲେ କଇଞ୍ଛ ଓ ବିଦେଶାଗତ ପକ୍ଷୀ ରହିଥାନ୍ତି ।
ଗ୍ୟାଲେରି
[ସମ୍ପାଦନା]-
A white backed vulture (Gyps bengalensis) spotted at Sajnakhali Wildlife Sanctuary
-
Imperial Green Pigeon (Ducula aenea) spotted at Sajnakhali Wildlife Sanctuary
-
A Great Egret (Casmerodius albus) spotted at Sajnakhali Wildlife Sanctuary
-
A Little Heron (Butorides striatus) spotted at Sajnakhali Wildlife Sanctuary
-
Common iora Female at Sajnakhali Wildlife Sanctuary
ଆଧାର
[ସମ୍ପାଦନା]- Sajnakhali Wildlife Sanctuary Archived 2012-04-02 at the Wayback Machine. Wild Bengal Wildlife Sanctuaries