ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ
IUCN Category IV (Habitat/Species Management Area)
Map showing the location of ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ.
Map showing the location of ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ.
Location within West Bengal
ଅବସ୍ଥାନWest Bengal, India
କ୍ଷେତ୍ରଫଳ362 km2 (140 sq mi)
ସ୍ଥାପିତ1976
Official website

ସଜନାଖଳି ବନ୍ୟ ପ୍ରାଣୀ ଅଭୟାରଣ୍ୟ,  ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ୨୪ ପରଗଣା ଜିଲ୍ଲାର ସୁନ୍ଦରବନ ଡେଲ୍ଟା ଅଞ୍ଚଳରେ ଥିବା ଏକ ବନ୍ୟ ପ୍ରାଣୀ ଅଭୟାରଣ୍ୟ । ଏହାର ଆୟତନ ୩୬୨ ବର୍ଗ କିଲୋମିଟର । ଏହା ମୁଖ୍ଯତଃ ଆର୍ଦ୍ରଭୂମି , ସନ୍ତସନ୍ତିଆ ବୁଦା ଅରଣ୍ୟ ସହ ଘଞ୍ଚ ଅରଣ୍ୟରେ ପରିପୂର୍ଣ । ୧୯୭୬ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ଏଠାରେ ବିଭିନ୍ନ ଜାତୀୟ ପକ୍ଷୀ , ବାଘ , ଜଙ୍ଗଲି ବୋଆର , ସଂଭର , ଅଲିଭ ରିଡଲେ କଇଞ୍ଛ ଓ ବିଦେଶାଗତ ପକ୍ଷୀ ରହିଥାନ୍ତି । 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]