ଶ୍ରେଣୀ ଆଲୋଚନା:ଇତାଲୀୟ ଚିତ୍ରକର
ଦେଖଣା
ଦ୍ଵନ୍ଦ
[ସମ୍ପାଦନା]ଇତାଲୀୟ ନା ଇଟାଲୀୟ ? --ଆଦିତ୍ୟ ମହାର (ଆଲୋଚନା) ୧୨:୩୯, ୩ ସେପ୍ଟେମ୍ବର ୨୦୧୪ (UTC)
- ଓଡ଼ିଆରେ କିଛି ଜାଗାରେ ଇତାଲୀୟ ବ୍ୟବହାର ହେବାର ନଜିର ଥିଲେ ହେଁ ଇଟାଲୀୟ ଓଡ଼ିଆ ଉଚ୍ଚାରଣ ଦୃଷ୍ଟିରୁ ଠିକ । ଓଡ଼ିଆରେ "ଇଟାଲୀ" ଲେଖାଯାଏ ଓ ପଢ଼ାଯାଏ । ତେଣୁ ଏ ଦ୍ୱନ୍ଦକୁ ଏଡ଼ାଇ ଇଟାଲୀୟ ଲେଖିବା ଠିକ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୨୮, ୩ ସେପ୍ଟେମ୍ବର ୨୦୧୪ (UTC)