ଶ୍ରେଣୀ:ଭାରତୀୟ ଓ ମାଡାଗାସ୍କରୀୟ ଡାଇନୋସର

ଉଇକିପିଡ଼ିଆ‌ରୁ

ଏହି ଶ୍ରେଣୀରେ ଥିବା ଡାଇନୋସର ଗୁଡ଼ିକର ଅବଶେଷ ଭାରତ କିମ୍ବା ମାଡାଗାସ୍କରରୁ ମିଳିଥିଲା । ଆଜି ଏହି ଦୁଇ ଭୂଭାଗ ପରସ୍ପର ଠାରୁ ବହୁତ ଦୂରରେ ଅବସ୍ଥିତ ହେଇଥିଲେ ମଧ୍ୟ ମେସୋଜୋଇକ ଯୁଗରେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପର ସହ ଯୋଡିହୋଇ ରହିଥିଲେ । ଅନେକ ସମାନ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ଏହି ଦୁଇ ଭୂଭାଗରେ ଦେଖାଯାଇଥାଏ ଯାହାକି ଆଧୁନିକ ଆଫ୍ରିକାଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଇନଥାଏ ।

"ଭାରତୀୟ ଓ ମାଡାଗାସ୍କରୀୟ ଡାଇନୋସର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୩ ରୁ ଏହି ଶ୍ରେଣୀ ଭିତରେ ୩ଟି ପୃଷ୍ଠା ଅଛି ।