ଶ୍ରେଣୀ:ଥେରୋପୋଡ଼
Appearance
![](http://upload.wikimedia.org/wikipedia/commons/thumb/d/df/Wikispecies-logo.svg/34px-Wikispecies-logo.svg.png)
ଉଇକିସ୍ପେସିସରେ Theropoda ସମ୍ବନ୍ଧୀୟ ତଥ୍ୟ ରହିଛି ।
ଥେରୋପୋଡ଼ ଗୁଡ଼ିକ ସରିସ୍କିଆନ ଡାଇନୋସର ମାନଙ୍କର ଏକ ଉପ-ବର୍ଗ (sub-order) ଅଟନ୍ତି । ଥେରୋପୋଡ଼ ମାନଙ୍କର ପୂର୍ବଜ ମାଂସାଶୀ ଥିଲେହେଁ, ସମୟକ୍ରମେ କେତେକ ତୃଣଭୋଜୀ, ଉଭୟଭକ୍ଷୀ, ମତ୍ସଭକ୍ଷୀ, ଏବଂ କୀଟ-ପତଙ୍ଗଭକ୍ଷୀ ଭାବେ ବିବର୍ତ୍ତିତ ହୋଇଯାଇଥିଲେ ।
![](http://upload.wikimedia.org/wikipedia/commons/thumb/4/4a/Commons-logo.svg/30px-Commons-logo.svg.png)
ଉଇକିମିଡ଼ିଆ କମନ୍ସରେ Theropoda
ବାବଦରେ ମାଧ୍ୟମ ରହିଛି ।