ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ
Sri Lankamalleswara Wildlife Sanctuary | |
---|---|
Lankamala Wildlife Sanctuary | |
IUCN Category IV (Habitat/Species Management Area) | |
Map of India | |
ଅବସ୍ଥାନ | Kadapa District, Andhra Pradesh, India |
ପାଖ ସହର | Kadapa |
କ୍ଷେତ୍ରଫଳ | 464.42 km2 (179.31 sq mi) |
ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର କଦପ୍ପାଠାରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ।ଏହା ବିଶ୍ୱର ଏକମାତ୍ର ଅଭୟାରଣ୍ୟ ଯାହା "jerdon ;s courser" ନାମକ ଏକ ବହୁ ବିରଳ ଓ ଅବଲୁପ୍ତ ପ୍ରାୟ ପକ୍ଷୀକୁ ସଂରକ୍ଷଣ ଦେଇଥାଏ । ଏହା ବ୍ଯତୀତ ଏହିରେ 176ଟି ପ୍ରଜାତିର ବିଭିନ୍ନ ବିରଳ ଜୀବ[୧] ଓ ବୃକ୍ଷକୁ ସଙ୍ଗରକ୍ଷନଣ ପ୍ରଦାନ ପୂର୍ବକ ରଖିଥାଏ । [୨]
ଇତିହାସ
[ସମ୍ପାଦନା]1848 ମସିହାରେ ଏହି ଅଞ୍ଚଳରେ ଥୋମାସ ଜେର୍ଦୋନ ନାମକ ଚିକିଷ୍ଟକ ଓ ପ୍ରକୃତିବିଦଙ୍କଦ୍ୱାରା ପ୍ରଥମେକୁ ଚିହ୍ନଟ ଓ ଆବିଷ୍କାର କରାଯାଇଥିଲା ।ତାହାକୁ ପରେ 1986[୩] ମସିହା ଯାଏ ଅବଲୁପ୍ତ ହେଇଯାଇଥିବା ବିଶ୍ୱାସ କରାଯାଉଥିଲା । 1986 ମସିହାରେ ଏହାକୁ ପୁନର-ଆବିଷ୍କାର କରାଯିବା ପରେ ତାହାର ସଙ୍ଗରକ୍ଷଣ ପାଇଁ ପଦକ୍ଷେପ ନିଆ ଯାଇଥିଲା ।ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟର ଜଳବାଯୁ ଏହା ପାଇଁ ଉପଯୁକ୍ତ ହେଇଥିବାରୁ ଏଠାରେ ସେମାନେ ରହିଛନ୍ତି ।
ବନ୍ୟପ୍ରାଣୀ ଓ ଜୀବଜନ୍ତୁ
[ସମ୍ପାଦନା]ଏଠାରେ 1400 ପ୍ରଜାତିର ବୃକ୍ଷ୍ଯରାଜି ଓ 176 ପ୍ରକାର ଭେଦ ଅନନ୍ୟ ସଜୀବ ପାହାନ୍ତି । ଏଠାରେ ବ୍ୟାଘ୍ର , ଭାଲୁ ଚିତା , ନୀଳଗାଇ ଆଦି ବନ୍ୟପ୍ରାଣୀ ରହନ୍ତି । .[୪]
ପର୍ଯ୍ୟଟନ କାଳ
[ସମ୍ପାଦନା]ପର୍ଯ୍ୟଟନ ନିମନ୍ତେ ଅକ୍ଟୋବରରୁ ମାର୍ଚ ଏଠାରେ ଉପଯୁକ୍ତ ସମୟ । .[୫] କଦପ୍ପାଠାରୁ ଏହା ମାତ୍ର 15 କିଲୋମିଟର ଦୁରବର୍ତୀ । .[୬]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2014-05-18. Retrieved 2016-12-31.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2014-05-18. Retrieved 2016-12-31.
{{cite web}}
: Cite has empty unknown parameter:|1=
(help) - ↑ http://zeenews.india.com/news/eco-news/endangered-jerdons-courser-on-centres-priority-list_686915.html
- ↑ http://www.kadapa.info/subpage14.html/
- ↑ "ଆର୍କାଇଭ୍ କପି". Archived from the original on 2014-01-25. Retrieved 2016-12-31.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-12-31.
{{cite web}}
: Cite has empty unknown parameter:|1=
(help)