ଶ୍ରାବସ୍ତୀ

ଉଇକିପିଡ଼ିଆ‌ରୁ
ଶ୍ରାବସ୍ତୀ

ଶ୍ରାବସ୍ତୀ, ଉତ୍ତରପ୍ରଦେଶର ଗୋଁଡା ବହରାଇଚ ଜିଲ୍ଲା ସୀମାରେ ଅବସ୍ଥିତ । ଏହି ସହର ସହର ଅତିପ୍ରାଚୀନ ଏବଂ ପ୍ରଶିଦ୍ଧ ବୌଦ୍ଧ ଏବଂ ଜୈନ ତୀର୍ଥ ଥିଲା । ଗୋଁଡା ବଳରାମପୁରଠାରୁ ୧୨ ମୀଲ ପଶ୍ଚିମରେ ଥିବା ସହେତ-ମହେତକୁ ହିଁ ଶ୍ରାବସ୍ତୀ କୁହାଯାଏ । ଏହି ପୁରାତନ ସହର ବିଷୟରେ ଉଭୟ ଫାହିୟାନ୍ ଏବଂ ହୁଏନ୍ ସିୟାଗଁ ତାଙ୍କ ଭ୍ରମଣ ଗ୍ରନ୍ଥରେ ଲେଖିଛନ୍ତି । ପଞ୍ଚମ ଶତାବ୍ଦୀରେ ଫାହିୟାନ୍ ଭାରତ ଆସିଥିଲେ । ତାଙ୍କ ଭ୍ରମଣଗ୍ରନ୍ଥରେ ସେ ଏଠାରେ ପ୍ରାୟ ୨୦୦ ଘର ଥିବା ଲେଖିଛନ୍ତି କିନ୍ତୁ ସପ୍ତମ ଶତାବ୍ଦୀରେ ହୁଏନ୍ ସିୟାଗଁ ଭ୍ରମଣଗ୍ରନ୍ଥରେ ସହର ନିର୍ଜନ ହୋଇଯାଇଥିବା ଲେଖାଯାଇ ଅଛି ।

Anathapindikastupa1

ଅବସ୍ଥିତି[ସମ୍ପାଦନା]

ଏହି ନଗର ୨୭ ଡିଗ୍ରୀ ୫୭' ଉତ୍ତର ଅକ୍ଷାଂଶ ଏବଂ ୮୨ ଡିଗ୍ରୀ ୦୫' ପୂର୍ବ ଦ୍ରାଘୀମାରେ ଗୋଁଡା ବହରାଇସ୍ ଜିଲ୍ଲା ସୀମାରେ ଅବସ୍ଥିତ ।

ଆଧାର[ସମ୍ପାଦନା]