ଶିଶୋଡିଆ ରାଣୀ ବାଗ

ଉଇକିପିଡ଼ିଆ‌ରୁ

ଶିଶୋଡିଆ ରାଣୀ ବାଗ ଓ ପ୍ରସାଦ , ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁର ସହରଠାରୁ 6 କିଲୋମିଟର ଦୂରରେ ଅବସ୍ଥିତ । ଏହା ତତ୍କାଳୀନ ମହାରାଜା ସୱାଇ ଜୟ ସିଂହ II  ଙ୍କଦ୍ୱାରା 1728 ମସିହାରେ ନିର୍ମିତ ହେଇଥିଲା ।  ନିର୍ମାଣ ଶୈଳୀ  ଏହି ସ୍ଥାନରେ ଏକ ତ୍ରୀସ୍ତରୀୟ ବଗିଚା , ଜଳଭଣ୍ଡାର , ଓ ଚିତ୍ରିତ ପାଭିଲିଆନ ନିର୍ମିତ ହେଇଥିଲା । ବଗିଚାର ଉପର ଅଂଶଠାରେ ଏକ ଦ୍ୱିତଳ ପ୍ରସାଦ ନିର୍ମିତ ହେଇଥିଲା । ପ୍ରସାଦରେ ଅନେକ ସଂଖ୍ୟାରେ ଗ୍ୟାଲେରି , ଓ ମୁରାଲ ଚିତ୍ର ରହିଛି । ମୁରାଲ ଅଙ୍କନ ଚିତ୍ର ସବୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ।

ବ୍ୟୁପତ୍ତି

ପ୍ରସାଦ ଓ ବଗିଚାର ନାମକରଣ ସେ ସମୟର ମହାରାଣୀଙ୍କ ନାମ ଅନୁସାରେ ହେଇଥିଲା । ମହାରାଣୀ ସୁର୍ଜ୍ୟବଂଶୀ ରାଜପୁତ କୁଳର ଶିଶୋଡିଆ ଧାରାରୁ ଆସିଥିଲେ । ସେମାନେ ରାଜସ୍ଥାନର  ମେୱାର ଅଞ୍ଚଳରେ ଶାସନ କରୁଥିଲେ ।  

The palace garden derives its name, Sisodia Rani Garden and Palace, from the rani (queen) for whom it was built. She hailed from the Sisodia line of Suryavanshi (Sun dynasty) Rajputs, who ruled and now nominally rule the region of Mewar in Rajasthan.

References[ସମ୍ପାଦନା]

Further reading[ସମ୍ପାଦନା]