ଶିବନାଥ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଶିବନାଥ ନଦୀ ପୂର୍ବ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ସର୍ବବୃହତ ଉପନଦୀ । ଏହା ଛତିଶଗଦ ରାଜ୍ୟର ବିଲାସପୁର ଜିଲ୍ଲାର ଖରଗହନୀ ନାମକ ନାମକ ସ୍ଥାନରେ ମହାନଦୀ ସହ ମିଳିତ ହୁଏ । ଏହା ବିଲୀନ ହେବ ଆଗରୁ ପ୍ରାୟ 290 କିଲୋମିଟର ପଥରେ ପ୍ରବାହିତ ହେଇଥାଏ । 

ସୃଷ୍ଟି ସ୍ଥଳ [ସମ୍ପାଦନା]

ସମୁଦ୍ର ପତ୍ତନ ଠାରୁ ୬୨୪ ମିଟର ଉଛରେ ଥିବା ପାନବରସ ପାର୍ବତ୍ୟ  ଇଲାକାରୁ ଶିବନାଥ ନଦୀର ପ୍ରବାହ ଆରମ୍ଭ ହେଇଥାଏ ।  ଏହି ଅଞ୍ଚଳ ଛତିଶଗଡର ରାଜନନ୍ଦଗାଓଁ ସ୍ଥିତ ଆମ୍ବଗଡ ଚୌକିଠାରେ ଅବସ୍ଥିତ । 

ଗତିପଥ [ସମ୍ପାଦନା]

ଏହି ନଦୀ ଉତ୍ତର ପୂର୍ବ ଦିଗକୁ ପ୍ରବାହିତ ହେଇ 290 କିଲୋମିଟର ଗଲା ପରେ ଶିଭୃନରାୟନ ନାମକ ସ୍ଥାନରେ ମହାନଦୀରେ ପତନ ହୁଏ . [୧][୨][୩] [୪]

ଆଧାର ସମୂହ [ସମ୍ପାଦନା]