ଶିବନାଥ ନଦୀ

ଉଇକିପିଡ଼ିଆ‌ରୁ

ଶିବନାଥ ନଦୀ ପୂର୍ବ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ସର୍ବବୃହତ ଉପନଦୀ । ଏହା ଛତିଶଗଡ଼ ରାଜ୍ୟର ବିଲାସପୁର ଜିଲ୍ଲାର ଖରଗହନୀ ନାମକ ନାମକ ସ୍ଥାନରେ ମହାନଦୀ ସହ ମିଳିତ ହୁଏ । ଏହା ବିଲୀନ ହେବ ଆଗରୁ ପ୍ରାୟ 290 କିଲୋମିଟର ପଥରେ ପ୍ରବାହିତ ହୋଇଥାଏ । 

ସୃଷ୍ଟି ସ୍ଥଳ [ସମ୍ପାଦନା]

ସମୁଦ୍ର ପତ୍ତନଠାରୁ ୬୨୪ ମିଟର ଉଛରେ ଥିବା ପାନବରସ ପାର୍ବତ୍ୟ  ଇଲାକାରୁ ଶିବନାଥ ନଦୀର ପ୍ରବାହ ଆରମ୍ଭ ହେଇଥାଏ ।  ଏହି ଅଞ୍ଚଳ ଛତିଶଗଡର ରାଜନନ୍ଦଗାଓଁସ୍ଥିତ ଆମ୍ବଗଡ ଚୌକିଠାରେ ଅବସ୍ଥିତ । 

ଗତିପଥ [ସମ୍ପାଦନା]

ଏହି ନଦୀ ଉତ୍ତର ପୂର୍ବ ଦିଗକୁ ପ୍ରବାହିତ ହେଇ 290 କିଲୋମିଟର ଗଲା ପରେ ଶିଭୃନରାୟନ ନାମକ ସ୍ଥାନରେ ମହାନଦୀରେ ପତନ ହୁଏ . [୧][୨][୩] [୪]

ଆଧାର [ସମ୍ପାଦନା]

  1. Trade treaty trauma on nature- River activist apprehends wto air strike in globalised world
  2. Shivnath River
  3. Hydrology and Water Resources of India by Sharad K. Jain, Pushpendra K. Agarwal, Vijay P. Singh
  4. "ଆର୍କାଇଭ୍ କପି". Archived from the original on 2017-10-08. Retrieved 2016-11-02. {{cite web}}: Cite has empty unknown parameter: |1= (help)