Jump to content

ଶିଖର ଧାୱନ

ଉଇକିପିଡ଼ିଆ‌ରୁ
Shikhar Dhawan
ବ୍ୟକ୍ତିଗତ ତଥ୍ୟ
ନାମଶିଖର ଧାୱନ
ଜନ୍ମଛାଞ୍ଚ:ଜନ୍ମ ତାରିଖ ଓ ବୟସ
ଦିଲ୍ଲୀ, ଭାରତ
ଡାକ ନାମଗବ୍ୱର[]
ଉଚ୍ଚତା[convert: invalid number]
ବ୍ୟାଟିଂ ପ୍ରକାରବାମହାତି
ବୋଲିଂ ପ୍ରକାରଡାହାଣହାତୀ ଅଫ ବ୍ରେକ
ଭୂମିକାଓପନିଂ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୨୭୭)୧୪ ମାର୍ଚ ୨୦୧୩ v ଆଷ୍ଟ୍ରେଲିଆ
ଶେଷ ଟେଷ୍ଟ୫ ଜାନୁଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ପ୍ରଥମ ଦିନିକିଆ (cap ୧୮୮)୨୦ ଅକ୍ଟୋବର ୨୦୧୦ v ଆଷ୍ଟ୍ରେଲିଆ
ଶେଷ ଦିନିକିଆ୧୬ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ଦିନିକିଆ ଜାମା ନମ୍ବର୨୫
ପ୍ରଥମ ଟି୨୦ (cap ୩୬)୪ ଜୁନ ୨୦୧୧ v ୱେଷ୍ଟଇଣ୍ଡିସ
ଶେଷ ଟି୨୦୨୪ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ଘରୋଇ ଦଳ ତଥ୍ୟ
YearsTeam
୨୦୦୪-ବର୍ତ୍ତମାନଦିଲ୍ଲୀ (squad no. ୨୫)
୨୦୦୮ଦିଲ୍ଲୀ ଡେୟାରଡେଭିଲ୍ସ (squad no. ୨୫)
୨୦୦୯-୨୦୧୦ମୁମ୍ବାଇ ଇଣ୍ଡିଆନ୍ସ (squad no. ୧୬)
୨୦୧୧-୨୦୧୨ଡେକାନ ଚାରଗର୍ସ (squad no. ୨୫)
୨୦୧୩-ବର୍ତ୍ତମାନସନରାଇଜର ହାଇଦ୍ରାବାଦ (squad no. ୨୫)
Career statistics
ପ୍ରତିଯୋଗିତା ଟେଷ୍ଟ ଓଡ଼ିଆଇ ଟି୨୦ଆଇ ଏଫସି
ମ୍ୟାଚ ସଂଖ୍ୟା ୨୯ ୧୦୨ ୩୧ ୧୧୬
ମୋଟ ରନ ୨୦୪୬ ୪୩୬୧ ୬୮୬ ୮୦୬୯
ବ୍ୟାଟିଂ ହାର ୪୨.୬୨ ୪୫.୯୦ ୨୪.୫୦ ୪୪.୫୮
ଶତକ/ଅର୍ଦ୍ଧଶତକ ୬/୫ ୧୩/୨୫ ୦/୪ ୨୩/୨୯
ସର୍ବାଧିକ ରନ ୧୯୦ ୧୩୭ ୮୦ ୨୨୪
ବଲ ସଂଖ୍ୟା ୫୪ - ୨୯୮
ଉଇକେଟ -
ବୋଲିଂ ହାର - - ୪୭.୩୩
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - - ୨/୩୦
କ୍ୟାଚ/ଷ୍ଟମ୍ପିଙ୍ଗ ୨୪/- ୪୬/- ୧୦/- ୧୧୬/-
Source: Cricinfo, ୨୫ ଫେବୃଆରୀ ୨୦୧୮

ଶିଖର ଧାୱନ (ଜନ୍ମ ୫ ଡିସେମ୍ବର ୧୯୮୫) ଭାରତୀୟ ଦଳର ଜଣେ ସଦସ୍ୟ । ସେ ଜଣେ ବାମହାତି ବ୍ୟାଟ୍ସମ୍ୟାନ ଓ କାମଚଳା ଡାହାଣହାତୀ ଅଫ ବ୍ରେକ ବୋଲର । ୧୭ ଏବଂ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ । ଦିଲ୍ଲୀ ପାଇଁ ସେ ୨୦୦୪ରେ ପ୍ରଥମେ ରଣଜୀ ମ୍ୟାଚ ଖେଳିଥିଲେ । ଶିଖର ତାଙ୍କର ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ଅକ୍ଟୋବର ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ମାର୍ଚ ୨୦୧୩ରେ ସେ ସେହି ଦଳ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଓ ମାତ୍ର ୮୫ଟି ବଲ ଖେଳି ୧୦୦ ରନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶିଖର ହେଉଛନ୍ତି ମହେନ୍ଦ୍ର ପଲ ଧାୱନ ଓ ସୁନୟନା ଧାୱନଙ୍କ ସୁପୁତ୍ର । ସେ ପଞ୍ଜାବି କରାଟି ପରିବାରରୁ ଜନ୍ମ । ୨୦୧୨ରେ ସେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ ଯାହାଙ୍କର ପୂର୍ବ ବିବାହାରୁ ୨ଟି ସନ୍ତାନ ଥିଲେ (ରେହା ଓ ଆଲିଆ)। ପରେ ସେ ଜୋରାଭରଙ୍କୁ ଜନ୍ମ ଦେଇଥିଲେ ।

ଆଇପିଏଲରେ ଶିଖରଙ୍କ ବ୍ୟାଟିଙ୍ଗ ପ୍ରଦର୍ଶନ
ବର୍ଷଦଳଇନିନ୍ସରନସର୍ବାଧିକଆଭେରେଜସ୍ଟ୍ରାଇକ ରେଟ୧୦୦୫୦ଚଉକାଛକା
୨୦୦୮ଦିଲ୍ଲୀ ଡେଆରଡେଭିଲ []୧୪୩୪୦୬୮*୩୭.୭୭୧୧୫.୨୫35
୨୦୦୯Mumbai Indians [][]୪୦୨୨୧୦.୦୦୮୮.୮୮3
୨୦୧୦୧୦୧୯୧୫୬୧୯.୧୦୧୧୨.୩୫23
୨୦୧୧Deccan Chargers [][]୧୪୪୦୦୯୫*୩୩.୩୩୧୨୯.୦୩47
୨୦୧୨୧୫୫୬୯୮୪୪୦.୬୪୧୨୯.୬୧58୧୮
୨୦୧୩ସନରାଇଜର ହାଇଦରାବାଦ[][]୧୦୩୧୧୭୩*୩୮.୮୭୧୨୨.୯୨57
2014୮୫୩୮୧୭.୦୦୧୧୪.୮୬10
୨୦୦୮-୨୦୧୪ସମୁଦାୟ[]୭୨୧୯୩୬୯୫*୩୧.୨୨୧୨୨.୦୬୧୬୨୧୩୪୩
  1. "Tattooed family man: The other side of Shikhar Dhawan". Hindustan Times. Archived from the original on 17 March 2013. Retrieved 22 February 2015.
  2. "Indian Premier League, 2007/08 / Records / Most runs". Retrieved 20 May 2012.
  3. "Indian Premier League, 2009 / Records / Most runs". Retrieved 20 May 2012.
  4. "Indian Premier League, 2009/10 / Records / Most runs". Retrieved 20 May 2012.
  5. "Indian Premier League, 2011 / Records / Most runs". Retrieved 20 May 2012.
  6. "Indian Premier League, 2012 / Records / Most runs". Retrieved 31 May 2012.
  7. "Indian Premier League, 2011 / Records / Most runs". Retrieved 22 May 2013.
  8. "Indian Premier League, 2011 / Records / Most runs". Retrieved 2 May 2014.
  9. "Indian Premier League / Records / Most runs". Retrieved 26 May 2013.