ଶାଲିନୀ ଚନ୍ଦ୍ରନ
ଦେଖଣା
ଶାଲିନୀ ଚନ୍ଦ୍ରନ | |
|---|---|
୨୦୧୫ ମସିହାରେ ଶାଲିନୀ | |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୬–୨୦୧୫; ୨୦୨୪ |
ଶାଲିନୀ ଚନ୍ଦ୍ରନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକର କାମ କରନ୍ତି । ହିନ୍ଦୀ ଧରାବାହିକ କାହାନୀ ଘର୍ ଘର୍ କିରେ ତାଙ୍କର ମିତାଲି ଭୂମିକା ପାଇଁ ସେ ଜଣାଶୁଣା । ସେ ହମାରି ବେଟିୟୋଁ କି ବିବାହ, କଭି କଭି ପ୍ୟାର୍ କଭି କଭି ୟାର୍ ଧାରାବାହିକରେ ସେ ମଧ୍ୟ କାମ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୦ | ବଦମାସ କମ୍ପାନୀ | ଅନୁ | |
| ୨୦୧୦ | ଭଲ୍ଚର୍ | ଡ. ରାଧିକା | |
| ଡିଜାୟାର୍ | କ୍ଷୁଦ୍ର ଚଳଚ୍ଚିତ୍ର | ||
| ଲଭ୍ | |||
| ୨୦୧୫ | ସାନ୍ଦାର୍ | ମୀତୁ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଆଧାର |
|---|---|---|---|
| ୨୦୦୬-୨୦୦୮ | କାହାନୀ ଘର୍ ଘର୍ କି | ମିତାଲି | |
| ୨୦୦୮ | କଭି କଭି ପ୍ୟାର୍ କଭି କଭି ୟାର୍ | ନିଜେ | |
| ହମାରି ବେଟିୟୋଁ କା ବିବାହ | ତାନ୍ୟା କୋହଲି | ||
| କ୍ରାଇମ୍ ପେଟ୍ରୋଲ୍ | |||
| ୨୦୧୦ | ରୋସ୍ତୋଁ ସେ ବଡ଼ି ପ୍ରଥା | ସୁରଭି | [୧] |
| ବିବାହ | ପଲକ | ||
| ୨୦୧୩ | ସାବଧାନ ଇଣ୍ଡିଆ | [୨] | |
| ୨୦୨୪ | ପ୍ରଚ୍ଛନ୍ଦ ଅଶୋକ | ରାଣୀ ଧର୍ମା |
ଆଧାର
[ସମ୍ପାଦନା]- ↑ "Shalini Chandran to be replaced by a fresh face in Rishton Se Badi Pratha". Tellychakkar.com (in ଇଂରାଜୀ). Retrieved 2023-07-05.
- ↑ "Shalini Chandran & Pankaj Vishnu in Savdhaan India". The Times of India. 2013-11-26. ISSN 0971-8257. Retrieved 2023-07-05.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାଲିନୀ ଚନ୍ଦ୍ରନ
- ବଲିଉଡ ହଙ୍ଗାମାରେ ଶାଲିନୀ ଚନ୍ଦ୍ରନ