ଲୌରା ବେଟସ

ଉଇକିପିଡ଼ିଆ‌ରୁ
ଲୌରା ବେଟସ

ବେଟସ 2014 ରେ.
ବେଟସ 2014 ରେ.
ଜନ୍ମ ଓ ଜନ୍ମସ୍ଥାନ (1986-08-27) ୨୭ ଅଗଷ୍ଟ ୧୯୮୬ (ବୟସ ୩୭)
ଭାଷାଇଂରାଜୀ
ଜାତୀୟତାବ୍ରିଟିଶ
ଶିକ୍ଷାନୁଷ୍ଠାନସେଣ୍ଟ ଜନ୍ସ କଲେଜ
ଶୈଳୀନାରୀବାଦ
ସାହିତ୍ୟ କୃତିଏବ୍ରୀଡ଼ ସୌକାଶୀଯମ Girl Up
ପୁରସ୍କାରଲୌଙ୍ଗିକ ସମାନତା ପାଇଁ ସେବା କରିବା ଲାଗି (ବ୍ରିଟିଶ ସାମ୍ରାଜ୍ୟ ପଦକ)
ଜୀବନସାଥୀNick Taylor
ୱେବସାଇଟ
Everyday Sexism Project

ଲୌରା ବେଟସ ବି.ଈ. ଏମ (ଜନ୍ମ : 27 ଜୁନ 1986) ଏକ ବ୍ରିଟିଶ ନାରୀବାଦୀ ଲେଖକ ଅଟନ୍ତି । ସେ ଏପ୍ରିଲ 2012 ମସିହାରେ "ଏଭ୍ରିଡେ ସେକ୍ସିଜିମ ପ୍ରୋଜେକ୍ଟ ୱେବସାଇଟ"ର ସ୍ଥାପନା କରିଥିଲେ । ତାଙ୍କର ପ୍ରଥମ ପୁସ୍ତକ , "ଏଭ୍ରିଡେ ସେକ୍ସିଜିମ" 2014 ମସିହାରେ ପ୍ରକାଶିତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲୌରା ବେଟସଙ୍କ ଜନ୍ମ (ଅକ୍ସଫୋର୍ଡ)ରେ ହୋଇଥିଲା । ତାଙ୍କ ମା' ପ୍ରେଞ୍ଚ ପଢ଼ାଉଥିଲେ ଏବଂ ପିତା ଜଣେ ଚିକିତ୍ସାକ ଥିଲେ ।ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଛୋଟ ଭାଈ ଥିଲେ । ତାଙ୍କର ମାତା-ପିତା ଉଭୟ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେଇଥିଲେ । [୧] ବେଟସ "ସେଣ୍ଟ ଜନ୍ସ କଲେଜ"ରେ ଇଂରାଜୀ ସାହିତ୍ୟ ପଢ଼ିଲେ ଏବଂ କୌମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ 2007 ମସିହାରେ ସ୍ନାତକ ଶେଷ କଲେ । ବେଟସ, କୌମ୍ବ୍ରିଜରେ ଅଢେଇ ବର୍ଷ ରହିଥିଲେ ଏବଂ ସେ ମନୋବିଜ୍ଞାନ ସୁସନ କୁଇଲିୟମ ପାଇଁ କାମ କରିଥିଲେ ।

ଲୌରା ବେଟସ 2014 ମସିହାରେ "ନିକ ଟେଲର"ଙ୍କୁ ବିବାହ କରିଥିଲେ ।[୨]

ପ୍ରକାଶନ[ସମ୍ପାଦନା]

2013 Shakespeare Saved My Life: Ten Years in Solitary with the Bard - Sourcebooks ISBN 1402273142

2014 Everyday Sexism - Simon & Schuster ISBN 1471131572

2016 Girl Up - Simon & Schuster ISBN 9781471149504


ଆଧାର[ସମ୍ପାଦନା]

  1. Bates, Hannah (12 April 2014). "Rape threats, groping and perverts – Everyday Sexism: why Laura Bates is shouting back". The Daily Telegraph. Retrieved 26 January 2016.
  2. Bates, Laura (28 June 2014). "How to have a feminist wedding". The Guardian.