ଲୋଡୋକ୍ସାମାଇଡ
ଦେଖଣା
Clinical data | |
---|---|
AHFS/Drugs.com | monograph |
Identifiers | |
| |
Chemical and physical data | |
Formula | C11H6ClN3O6 |
Molar mass | ୩୧୧.୬୩ g·mol−1 |
ଲୋଡୋକ୍ସାମାଇଡ (ଇଂରାଜୀ ଭାଷାରେ Lodoxamide), ଅନ୍ୟମାନଙ୍କ ମଧ୍ୟରେ ଆଲୋମାଇଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜି ଜନିତ କଞ୍ଜକଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨] ଏହା ୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କଠାରେ ବ୍ୟବହୃତ ହୋଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଅସ୍ୱାଭାବିକତା ଏବଂ ଶୁଖିଲା ଆଖି ଅନ୍ତର୍ଭୁକ୍ତ ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ଏହାର ବ୍ୟବହାର ନିରାପଦ ମନେହୁଏ କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ମାଷ୍ଟ ଜୀବକୋଷ ସ୍ଥିତିକାରକ ଅଟେ ।[୨]
୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୋଡକ୍ସାମାଇଡ୍ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ୧୦ ମିଲି ବୋତଲର ମୂଲ୍ୟ ୫ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୭୫ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1206. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Lodoxamide Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 24 November 2021.
- ↑ "Lodoxamide ophthalmic (Alomide) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 24 November 2021.
- ↑ "Lodoxamide Prices, Coupons & Savings Tips - GoodRx". GoodRx. Retrieved 24 November 2021.