Jump to content

ଲୁନାଭଦା ରାଜ୍ୟ

ଉଇକିପିଡ଼ିଆ‌ରୁ

ଲୁନାଭଦା ରାଜ୍ୟ
લુણાવાડા રિયાસત
लुनाव्दा रियासत
Princely State of British India
1434–1948

Flag of Lunavada

Flag

History
  Established 1434
  Accession to the Union of India 1948
Area
  1901 ୧,୦୦୫ km2 (୩୮୮ sq mi)
Population
  1901 ୬୩,୯୬୭ 
Density ୬୩.୬ /km2  (୧୬୪.୮ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଲୁନାଭଦା ରାଜ୍ୟ, ଏକ ବ୍ରିଟିଶ ଭାରତର ରାଜକୀୟ ରାଜ୍ୟ ଥିଲା । ଏହାର ଆୟତନ 1,005 ବର୍ଗ କିଲୋମିଟର ଥିଲା ।[] ଏହା ରେୱା ଏଜେନ୍ସି ଅଧିନସ୍ଥ ରାଜ୍ୟ ଥିଲା । ବର୍ତ୍ତମାନ ଗୁଜରାଟ ରାଜ୍ୟରେ ଥିବା ଲୁନାଭଦା ସହର ଏହାର ରାଜଧାନୀ ଥିଲା । 


ଇତିହାସ 

[ସମ୍ପାଦନା]

1225 ମସିହାରେ ଆହନୀଳବାରା ପତନ ରାଜ୍ୟର ସିଧାରାଜଙ୍କଦ୍ୱାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହାରେ ରାଣା ଭୀମ ସିଂହଜୀ ଲୁନାଭଦା ସହରକୁ ରାଜଧାନୀ କରି ମାହି ନଦୀ ତଟରେ ଏହି ରାଜ୍ୟ ସ୍ଥାପନ କଲେ । 

1826 ମସିହାରେ ଏହି ରାଜ୍ୟ ବ୍ରିଟିଶମାନଙ୍କ ରକ୍ଷଣକୁ ଆସି ରେୱା ଏଜେନ୍ସି ଅଧୀନରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟର ଜନସଂଖ୍ୟା 1901ରେ ବହୁ ସଂଖ୍ୟାରେ କମି ଯାଇଥିବାର ଜଣା ଯାଇଥିଲା ।[]

ଶାସକ 

[ସମ୍ପାଦନା]

ସୋଲାଙ୍କି ବଂଶଜ ରାଜପୁତମାନେ ଏହି ରାଜ୍ୟ ଶାସନ କରୁଥିଲେ । 1867 ମସିହାରେ ୱାଖତ ସିଂହଜୀ ଜଣେ ଜଣାଶୁଣା ରାଜା ଥିଲେ ।[] ଶାସକମାନେ 'ରାଣା " ଉପାଧି ନେଇ ଥିଲେ ଓ ବ୍ରିଟିଶ ମାନଙ୍କଦ୍ୱାରା 9-ତୋପ ସମ୍ମାନ ପ୍ରାପ୍ତ ଥିଲେ । []

ରାଣା ସମୂହ 

[ସମ୍ପାଦନା]
  • 1674 - 1711 Bir Singh (d. 1711)
  • 1711 - 1735 Nar Singh (d. 1735)
  • 1735 - 1757 Wakhat Singh (d. 1757)
  • 1757 - 1782 Dip Singh (d. 1782)
  • 1782 - 1786 Durjan Singh (d. 1786)
  • 1786 Jagat Singh
  • 1786 - 1818 Partab Singh
  • 1818 - 1849 Fateh Singh (d. 1849)
  • 1849 - 1851 Dalpat Singh (d. 1851)
  • 1851 - 1852 interregnum
  • 1852 - Jun 1867 Dalil Singh (d. 1867)
  • 31 Oct 1867 – 27 Apr 1929 Wakhat Singh Dalil Singh (b. 1860 - d. 1929) (from 25 May 1889, Sir Wakhat Singh Dalil Singh)
  • 27 Apr 1929 – 15 Aug 1947 Virbhadra Singh Ranjit Singh (b. 1910 - d. 1986)

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]