ଲାରା ଦତ୍ତ

ଉଇକିପିଡ଼ିଆ‌ରୁ
ଲାରା ଦତ୍ତ ଭୂପତି
Lara Dutta at the launch of NIVEA Sun in India (14).jpg
ନିଭିଆ ସନ୍ ପ୍ରଡକ୍ଟ ଲଞ୍ଚବେଳେ ଲାରା ଦତ୍ତ
ଜନ୍ମ (1978-04-16) ୧୬ ଅପ୍ରେଲ ୧୯୭୮ (ବୟସ ୪୫)[୧]
ଶିକ୍ଷାଦ ଫ୍ରାଙ୍କ୍ ଆନ୍ଥୋନୀ ପବ୍ଲିକ୍ ସ୍କୁଲ, ବାଙ୍ଗାଲୋର[୩]
ପୁରାତନ ଛାତ୍ରମୁମ୍ବାଇ ବିଶ୍ୱବିଦ୍ୟାଳୟ,[୩]
ମହାରାଷ୍ଟ୍ର, ଭାରତ
ବୃତ୍ତି(s)ମଡେଲ, ଅଭିନେତ୍ରୀ
Years active୧୯୯୫–ଏବେଯାଏଁ
Titleଗ୍ଲଡ୍ରାଗସ୍ ମେଗା ମଡେଲ ଇଣ୍ଡିଆ ୧୯୯୫
ମିସ୍ ଇଣ୍ଟରକଣ୍ଟିନେଣ୍ଟାଲ୍ ୧୯୯୭
ଫେମିନ୍ ମିସ୍ ଇଣ୍ଡିଆ ୨୦୦୦
ମିସ୍ ଉଇନିଭର୍ସ ୨୦୦୦
ଜୀବନସାଥୀ
(m. ୨୦୧୧)
ସନ୍ତାନ
ପୁରସ୍କାର(ଗୁଡ଼ିକ)ଫିଲ୍ମ ଫେୟାର, ଆଇଫା, ଷ୍ଟାର ଡଷ୍ଟ, ଗୋଲ୍ଡେନ୍ ରୋଜ୍

ଲାରା (ଜନ୍ମ: ୧୬ ଅପ୍ରେଲ ୧୯୭୮[୧]) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ, ଯିଏକି ୧୯୯୭ ମସିହାରେ ମିସ୍ ଇଣ୍ଟକଣ୍ଟିନେଣ୍ଟାଲ୍ ଏବଂ ୨୦୦୦ ମସିହାରେ ମିସ୍ ଉଇନିଭର୍ସର ମୁକୁଟ ଜିତିଥିଲେ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତ ବା ବଲିଉଡ୍‌ରେ ଅଭିନୟ କରନ୍ତି ଏବଂ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନିତା ହୋଇଛନ୍ତି, ଯେଉଁଥିରେ ଫିଲ୍ମଫେୟାରରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ପ୍ରଦାନ କରାଯାଇଥିଲା ।

୨୦୦୩ ମସିହାରେ ଲାରା ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା ଅନ୍ଦାଜ୍, ଯାହା ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସେ କିଛି ବ୍ୟବସାୟିକ ସଫଳତା ପାଇଥିବା ଚଳଚ୍ଚିତ୍ର ମସ୍ତି (୨୦୦୪), ନୋ ଏଣ୍ଟ୍ରି (୨୦୦୫), ଫନା (୨୦୦୫), ଭାଗମ୍ ଭାଗ୍ (୨୦୦୬), ଝୁମ୍ ବରାବର୍ ଝୁମ୍ (୨୦୦୭), ପାର୍ଟନର୍ (୨୦୦୭), ହାଉସ୍‌ଫୁଲ୍ (୨୦୧୦), ଡନ୍ ୨ (୨୦୧୧) ଆଦିରେ ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Shiksha, Shruti (17 April 2018). "Inside Lara Dutta's 40th Birthday Party". NDTV. Retrieved 14 December 2018.
  2. Seetharamaiah, K.V. (29 May 2003). "Lara's culmination of a dream". The Times of India. Retrieved 4 April 2014.
  3. ୩.୦ ୩.୧ "From Sushmita Sen to Diana Hayden, see how educated your favourite Indian beauty pageant winners are". India Times. 25 July 2017.

ବାହାର ଆଧାର[ସମ୍ପାଦନା]